ୟୁଥ୍ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ହେବାକୁଥିବା ୟୁଥ୍ ଏସିଆ କପ୍ ପାଇଁ ଭାରତୀୟ ଅଣ୍ଢର୍-୧୯ ଟିମ୍ ଘୋଷଣା କରାଯାଇଛି। ଉତ୍ତର ପ୍ରବେଶର ଯୁବ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଧ୍ରୁବଚାନ୍ଦ ଜୁରେଲ୍ ଭାରତୀୟ ଦଳର ନେତୃତ୍ୱ ନେବେ। ବର୍ତ୍ତମାନ ଭାରତୀୟ ଟିମ୍ ୟୁନାଇଟେଡ୍ କିଙ୍ଗଡନ୍ (ୟୁକେ)ରେ ଅଛି। ତେଣୁ ଅଲ୍ ଇଣ୍ଡିଆ ଜୁନିୟର ସିଲେକ୍ସନ୍ କମିଟି ୟୁକେରେ ହିଁ ଭାରତୀୟ ଦଳର ଘୋଷଣା କରିଛି। ଭାରତୀୟ ଦଳ: ଧ୍ରୁବଚାନ୍ଦ ଜୁରେଲ୍ (କ୍ୟାପଟେନ୍ ଓ ୱିକେଟକିପର), ସୁଭେଦ୍ ପାର୍କର୍, […]

u-19

Ranjit Kumar Jena
  • Published: Monday, 29 July 2019
  • , Updated: 29 July 2019, 06:22 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ହେବାକୁଥିବା ୟୁଥ୍ ଏସିଆ କପ୍ ପାଇଁ ଭାରତୀୟ ଅଣ୍ଢର୍-୧୯ ଟିମ୍ ଘୋଷଣା କରାଯାଇଛି। ଉତ୍ତର ପ୍ରବେଶର ଯୁବ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଧ୍ରୁବଚାନ୍ଦ ଜୁରେଲ୍ ଭାରତୀୟ ଦଳର ନେତୃତ୍ୱ ନେବେ।

ବର୍ତ୍ତମାନ ଭାରତୀୟ ଟିମ୍ ୟୁନାଇଟେଡ୍ କିଙ୍ଗଡନ୍ (ୟୁକେ)ରେ ଅଛି। ତେଣୁ ଅଲ୍ ଇଣ୍ଡିଆ ଜୁନିୟର ସିଲେକ୍ସନ୍ କମିଟି ୟୁକେରେ ହିଁ ଭାରତୀୟ ଦଳର ଘୋଷଣା କରିଛି।

ଭାରତୀୟ ଦଳ: ଧ୍ରୁବଚାନ୍ଦ ଜୁରେଲ୍ (କ୍ୟାପଟେନ୍ ଓ ୱିକେଟକିପର), ସୁଭେଦ୍ ପାର୍କର୍, ଠାକୁର୍ ତିଲକ ବର୍ମା, ନେହାଲ୍ ୱାଧେରା, ଅର୍ଜୁନ୍ ଆଜାଦ୍, ଶାଶ୍ୱତ ରାୱତ୍, ବରୁନ୍ ଲାଭାଣ୍ଡେ, ସଲିଲ୍ ଆରୋରା, କରନ୍ ଲାଲ୍, ଅଥର୍ବ ଅଙ୍କୋଲେକର୍, ପଙ୍କଜ ଯାଦବ, ଆକାଶ ସିଂହ, ସୁଶାନ୍ତ ମିଶ୍ର, ପୁର୍ନାଙ୍କ ତ୍ୟାଗି, ବିଦ୍ୟାଧର ପାଟିଲ୍।

Related story