ଆଇପିଏଲ୍‌ ଅଧାରୁ ଅଧିନାୟକ ପଦ ଛାଡ଼ିଲେ ଦୀନେଶ କାର୍ତ୍ତିକ

ଦୁବାଇ: ଚଳିତ ଆଇପିଏଲରେ ବଡ଼ଧରଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୧୮ରୁ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ରହିଥିବା ଦୀନେଶ କାର୍ତ୍ତିକ ଆଜି ହଠାତ୍‌ କ୍ୟାପ୍ଟେନଶିପ୍‌ ଛାଡ଼ି ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୁମ୍ବାଇ ଓ କୋଲକାତା ମଧ୍ୟରେ ମ୍ୟାଚ୍‌ ହେବାକୁ ଥିବା ବେଳେ ହଠାତ୍‌ କାର୍ତ୍ତିକଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। କାର୍ତ୍ତିକ ଅଧିନାୟକ ପଦ ଛାଡ଼ିବାରୁ ଏବେ କୋଲକାତାର ମଙ୍ଗ ଇଂଲଣ୍ଡକୁ ବିଶ୍ୱ ବିଜୟୀ କରିଥିବା ଷ୍ଟାର ବ୍ୟାଟସମ୍ୟାନ ଇଓନ ମୋର୍ଗାନ ସମ୍ଭାଳିବେ। ଚଳିତ ଆଇପିଏଲ […]

dk

dk

Hemant Lenka
  • Published: Friday, 16 October 2020
  • Updated: 16 October 2020, 02:33 PM IST

Sports

Latest News

ଦୁବାଇ: ଚଳିତ ଆଇପିଏଲରେ ବଡ଼ଧରଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୧୮ରୁ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ରହିଥିବା ଦୀନେଶ କାର୍ତ୍ତିକ ଆଜି ହଠାତ୍‌ କ୍ୟାପ୍ଟେନଶିପ୍‌ ଛାଡ଼ି ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୁମ୍ବାଇ ଓ କୋଲକାତା ମଧ୍ୟରେ ମ୍ୟାଚ୍‌ ହେବାକୁ ଥିବା ବେଳେ ହଠାତ୍‌ କାର୍ତ୍ତିକଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।

କାର୍ତ୍ତିକ ଅଧିନାୟକ ପଦ ଛାଡ଼ିବାରୁ ଏବେ କୋଲକାତାର ମଙ୍ଗ ଇଂଲଣ୍ଡକୁ ବିଶ୍ୱ ବିଜୟୀ କରିଥିବା ଷ୍ଟାର ବ୍ୟାଟସମ୍ୟାନ ଇଓନ ମୋର୍ଗାନ ସମ୍ଭାଳିବେ।

ଚଳିତ ଆଇପିଏଲ ଆରମ୍ଭରୁ କାର୍ତ୍ତିକ ୭ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ଏହି ୭ଟି ମ୍ୟାଚ୍‌ରୁ କୋଲକାତା ୪ଟିରେ ଜିତିଛି ଓ ୩ଟିରେ ହାରିଛି। ଏଥିସହ ପଏଣ୍ଟ ଟେବୁଲରେ କୋଲକାତା ୪ନଂ ସ୍ଥାନରେ ରହିଛି। ଦଳ ଠିକଠାକ ପ୍ରଦର୍ଶନ କରିଥିଲେ ହେଁ କାର୍ତ୍ତିକଙ୍କ କ୍ୟାପ୍ଟେନଶିପକୁ ନେଇ ସୋଶାଲ ମିଡିଆରେ ପ୍ରଶ୍ନ ଉଠିଥିଲା। ଏପରି କି କାର୍ତ୍ତିକଙ୍କ ବଦଳରେ ମୋର୍ଗାନଙ୍କୁ ଅଧିନାୟକ କରାଯାଉ ବୋଲି ଦାବି କରାଯାଇଥିଲା।

ଏସବୁ ଭିତରେ ଆଜି କାର୍ତ୍ତିକ ଅଧିନାୟକ ପଦକୁ ନିଜ ଆଡ଼ୁ ଛାଡ଼ି ଦେଇଛନ୍ତି। କୋଲକାତା ଟିମ୍‌ର ସିଇଓ କହିଛନ୍ତି, “ଆମର ବହୁତ ବଡ଼ ସୌଭାଗ୍ୟ ଯେ ଆମ ପାଖରେ ଡିକେଙ୍କ ଭଳି ନେତୃତ୍ୱ ନେବାର ଦକ୍ଷତା ରଖିଥିବା ଖେଳାଳି ରହିଛନ୍ତି। ସେ ସର୍ବଦା ଦଳ ପ୍ରଥମ ନୀତିକୁ ଅନୁକରଣ କରନ୍ତି। ତାଙ୍କ ଭଳି ଜଣେ ଖେଳାଳି ଏଭଳି ନିଷ୍ପତ୍ତି ନେବା ଆମକୁ ଆଶ୍ଚର୍ଯ୍ୟ କରିଛି। ହେଲେ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ମଧ୍ୟ ଜଣାଉଛୁ।

୨୦୧୯ରେ ଇଂଲଣ୍ଡକୁ ବିଶ୍ୱ ବିଜେତା କରାଇଥିବା ଇଓନ ମୋର୍ଗାନ ଦଳକୁ ଆଗକୁ ନେବାକୁ ରାଜି ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ସେ ଏବେ ଆମ ଦଳର ଉପ ଅଧିନାୟକ ରହିଥିଲେ। ଦୀର୍ଘ ଅଢ଼େଇ ବର୍ଷ ହେଲା ଡିକେ ଅଧିନାୟକ ଭାବେ ଆମ ପାଇଁ ଯାହା କରିଛନ୍ତି, ସେଥିପାଇଁ ପୂରା ଟିମ୍‌ ପକ୍ଷରୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ।”

୨୦୧୮ରେ କୋଲକାତାର ଅଧିନାୟକ ହୋଇଥିବା କାର୍ତ୍ତିକ ଏଯାଏ ଦଳ ପାଇଁ ୩୭ଟି ମ୍ୟାଚ୍‌ରେ କ୍ୟାପ୍ଟେନଶିପ ଦାୟିତ୍ୱ ତୁଲାଇଛନ୍ତି। ଏହା ମଧ୍ୟରୁ କୋଲକାତା ୧୯ଟିରେ ଜିତିଥିବା ବେଳେ ୧୭ଟିରେ ହାରିଛି। ୨୦୧୮ରେ କାର୍ତ୍ତିକଙ୍କ ନେତୃତ୍ୱରେ ଦିଲ୍ଲୀ ୩ୟ ସ୍ଥାନରେ ପହଞ୍ଚିଥିଲା। ହେଲେ ଗତବର୍ଷ ଦଳ ପ୍ଲେ ଅଫକୁ କ୍ୱାଲିଫାଏ କରିପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story