“ଦ୍ରାବିଡ ଓ ଜାହିର ହେଉଛନ୍ତି ମୋର ମନ ପସନ୍ଦର ଭାରତୀୟ କୋଚ୍‌”

ନୂଆଦିଲ୍ଲୀ:“ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଓ ବୋଲିଂ କୋଚ୍‌ ହେବାକୁ ଜାହିର ଖାନ୍‌ ଉପଯୁକ୍ତ।” ଗୁରୁବାର ଏହା କହିଛନ୍ତି ମେନ୍ ଇନ୍‌ ବ୍ଲ୍ୟୁର ବରିଷ୍ଠ ଅଫ୍‌ ସ୍ପିନର ହରଭଜନ ସିଂହ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,“ଯଦି ମତେ ପଚରା ଯାଏ ଭାରତୀୟ ଦଳର କୋଚ ଦାୟିତ୍ୱ କାହାକୁ ଦିଆଯିବା ଉଚିତ, ତେବେ ମୁଁ ମୁଖ୍ୟ କୋଚ୍‌ ପାଇଁ ରାହୁଲ ଦ୍ରାବିଡ୍‌ ଓ ବୋଲିଂ କୋଚ୍‌ ପାଇଁ […]

Harbhajan_Singh

Harbhajan_Singh

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 11:31 AM IST

Sports

Latest News

ନୂଆଦିଲ୍ଲୀ:“ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଓ ବୋଲିଂ କୋଚ୍‌ ହେବାକୁ ଜାହିର ଖାନ୍‌ ଉପଯୁକ୍ତ।” ଗୁରୁବାର ଏହା କହିଛନ୍ତି ମେନ୍ ଇନ୍‌ ବ୍ଲ୍ୟୁର ବରିଷ୍ଠ ଅଫ୍‌ ସ୍ପିନର ହରଭଜନ ସିଂହ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,“ଯଦି ମତେ ପଚରା ଯାଏ ଭାରତୀୟ ଦଳର କୋଚ ଦାୟିତ୍ୱ କାହାକୁ ଦିଆଯିବା ଉଚିତ, ତେବେ ମୁଁ ମୁଖ୍ୟ କୋଚ୍‌ ପାଇଁ ରାହୁଲ ଦ୍ରାବିଡ୍‌ ଓ ବୋଲିଂ କୋଚ୍‌ ପାଇଁ ଜାହିର ଖାନ୍‌ଙ୍କୁ ହିଁ ପ୍ରଥମେ ପସନ୍ଦ କରିବି। ମୁଁ ଭାବୁଛି ଏହି ଦୁଇ ଅଭିଜ୍ଞ ଖେଳାଳି ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରି କିଛି ଭିନ୍ନ କରି ଦେଖାଇବେ। ଏହା ମୋର ନିଜସ୍ୱ ମତ। ଏନେଇ ବହୁ ବରିଷ୍ଠ ବ୍ୟକ୍ତି ଅଛନ୍ତି ଯେକି ଏହାର ନିର୍ଣ୍ଣୟ ନେବେ।”

କୋହଲି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ଡାନିଏଲ ଭିଟୋରୀଙ୍କ ନାଁକୁ ମୁଖ୍ୟକୋଚ୍‌ ଭାବେ ସୁପାରିଶ କରିବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,“ମୁଖ୍ୟକୋଚ୍‌ ପାଇଁ ନ୍ୟୁଜିଲାଣ୍ଡର ଏହି ଖେଳାଳି ଜଣଙ୍କ ମଧ୍ୟ ଉପଯୁକ୍ତ। ଭିଟୋରୀ ମଧ୍ୟ ଜଣେ ଅଭିଜ୍ଞ ଖେଳାଳି। ମୁଁ ଭାବୁଛି ଦ୍ରାବିଡ, ଜାହିର ଓ ଭିଟୋରୀ ତିନି ଜଣ ଯାକ କୋଚ୍ ହେବା ପାଇଁ ଉପଯୁକ୍ତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story