ଫ୍ଲଡ୍ ଲାଇଟ୍‌ରେ ଗୋଲାପୀ ବଲ୍‌ରେ ଖେଳାଯିବ ଦଲୀପ ଟ୍ରଫି

ମୁମ୍ବାଇ: ଭାରତୀୟ କ୍ରିକେଟର ଘରୋଇ ସିଜିନ୍ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥର ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଦଲୀପ ଟ୍ରଫି ଫ୍ଲଡ୍ ଲାଇଟ୍‌ରେ ଖେଳାଯିବ। ଏଥିରେ ଗୋଲାପୀ ବଲ୍‌ ବ୍ୟବହାର କରାଯିବ। ଆଗାମୀ ଘରୋଇ ସିଜିନ୍‌ରେ ମୋଟ ୯୧୮ଟି ମ୍ୟାଚ୍ ଖେଳାଯିବ। ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି, ମୁସ୍ତାକ ଅଲ୍ଲୀ ଟ୍ରଫି, ଦେଓଧର ଟ୍ରଫି, ଇରାନୀ କପ୍, ମହିଳା କ୍ରିକେଟ୍‌ ଓ ବିଭିନ୍ନ ବୟସ ବର୍ଗର […]

pinkball

pinkball

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 05:21 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟର ଘରୋଇ ସିଜିନ୍ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥର ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଦଲୀପ ଟ୍ରଫି ଫ୍ଲଡ୍ ଲାଇଟ୍‌ରେ ଖେଳାଯିବ। ଏଥିରେ ଗୋଲାପୀ ବଲ୍‌ ବ୍ୟବହାର କରାଯିବ।

ଆଗାମୀ ଘରୋଇ ସିଜିନ୍‌ରେ ମୋଟ ୯୧୮ଟି ମ୍ୟାଚ୍ ଖେଳାଯିବ। ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି, ମୁସ୍ତାକ ଅଲ୍ଲୀ ଟ୍ରଫି, ଦେଓଧର ଟ୍ରଫି, ଇରାନୀ କପ୍, ମହିଳା କ୍ରିକେଟ୍‌ ଓ ବିଭିନ୍ନ ବୟସ ବର୍ଗର ମ୍ୟାଚ୍‌ଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ। ୨୦୧୬ରୁ ସେପ୍ଟେମ୍ବରରୁ ୨୦୧୭ ମାର୍ଚ୍ଚ ମାସ ମଧ୍ୟରେ ମୋଟ ୧୮୮୨ଟି ଖେଳ ଦିବସ ରହିଛି।

ଏଥର ଛତିଶଗଡ଼ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos