ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ୨୦୦ ମିଟରରେ ବି ଦୂତୀଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ସ୍ପିନଷ୍ଟାର୍ ଦୂତୀ ଚାନ୍ଦ ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦବଦବା କାଏମ୍ ରଖି ମହିଳା ୨୦୦ ମିଟର୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ଅର୍ଜନ କରିଛନ୍ତି। କିଟ୍ ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୂତୀ ରବିବାର କ୍ରୀଡ଼ାର ଅନ୍ତିମ ଦିବସରେ ଏହି ସଫଳତା ହାସଲ କରିଛନ୍ତି। ସେ ୨୦୦ ମିଟର୍ ଦୂରତାକୁ ୨୩.୬୬ ସେକେଣ୍ଡରେ ଅତିକ୍ରମ କରି ପୋଡିୟମର ଶୀର୍ଷ ସ୍ଥାନ କବଜା କରିଛନନ୍ତି। ଏହି ଇଭେଣ୍ଟରେ ୟୁନିଭର୍ସିଟି ଅଫ୍ […]

Untitled-1

Untitled-1

Ranjit Kumar Jena
  • Published: Sunday, 01 March 2020
  • Updated: 01 March 2020, 06:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ସ୍ପିନଷ୍ଟାର୍ ଦୂତୀ ଚାନ୍ଦ ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦବଦବା କାଏମ୍ ରଖି ମହିଳା ୨୦୦ ମିଟର୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ଅର୍ଜନ କରିଛନ୍ତି। କିଟ୍ ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୂତୀ ରବିବାର କ୍ରୀଡ଼ାର ଅନ୍ତିମ ଦିବସରେ ଏହି ସଫଳତା ହାସଲ କରିଛନ୍ତି।

ସେ ୨୦୦ ମିଟର୍ ଦୂରତାକୁ ୨୩.୬୬ ସେକେଣ୍ଡରେ ଅତିକ୍ରମ କରି ପୋଡିୟମର ଶୀର୍ଷ ସ୍ଥାନ କବଜା କରିଛନନ୍ତି। ଏହି ଇଭେଣ୍ଟରେ ୟୁନିଭର୍ସିଟି ଅଫ୍ ମୁମ୍ବାଇର କୀର୍ତ୍ତି ବିଜୟ ଭୋଇତେ ୨୪.୯୮ ସେକେଣ୍ଡରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିବା ବେଳେ ଉତ୍କଳ ୟୁନିଭର୍ସିଟିର ଦୀପାଲି ମହାପାତ୍ର ୨୫.୧୯ ସେକେଣ୍ଡରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ଶନିବାର ଦୂତୀ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ କବଜା କରିଥିଲେ।

କ୍ରମାଗତ ଦୁଇଟି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବା ପରେ ଦୂତୀ କହିଛନ୍ତି, "୨୦୦ ମିଟରରେ ସ୍ୱର୍ଣ୍ଣ ଜିତିବା ମୋତ ବହୁତ ଖୁସି ଦେଇଛି। ୧୦୦ ମିଟର୍ ତୁଳନାରେ ୨୦୦ ମିଟରରେ ଦୌଡ଼ିବା ସାମାନ୍ୟ ସହଜ। ୧୦୦ ମିଟରରେ ବିଶେଷକରି ଜଣେ ଧାବିକାକୁ ଚିନ୍ତା କରିବାକୁ ବେଶୀ ସମୟ ନଥାଏ। କିନ୍ତୁ ୨୦୦ ମିଟରରେ କେତେବେଳେ ସ୍ପୀଡ୍ ଅଧିକ କରିବାକୁ ହେବ, ତାହା ଜଣାପଡିଥାଏ।"

ଏହି କ୍ରୀଡ଼ା ସମ୍ବନ୍ଧରେ ଦୂତୀ କହିଛନ୍ତି, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ରାଜ୍ୟ ପାଇଁ ବେଶ୍ ସଫଳ ରହିଛି। ଏସିଆନ୍ ଗେମ୍ସ ଭଳି ଏହାର ଆୟୋଜନ କରାଯାଇଛି, ଯେଉଁଠାରେ ଆଥଲେଟମାନଙ୍କ ପାଇଁ ସବୁପ୍ରକାର ଆତିଥ୍ୟ, ଖାଦ୍ୟ ଏବଂ ଟ୍ରେନିଂର ବ୍ୟବସ୍ଥା ଉପଲବ୍ଧ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story