ଇଂଲଣ୍ଡ ଚାମ୍ପିୟନ: ଫିଫା ଅଣ୍ଡର-17 ବିଶ୍ୱକପରେ ୫-୨ ଗୋଲରେ ସ୍ପେନ୍‌ ପରାସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଫା ଅଣ୍ଡର-17 ବିଶ୍ୱକପର ମୁକଟ ପିନ୍ଧିଲା ଇଂଲଣ୍ଡ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଥିଲା ଇଂଲଣ୍ଡ ଓ ସ୍ପେନ୍। ହେଲେ ଶକ୍ତିଶାଳୀ ସ୍ପେନ୍‌କୁ ୫-୨ ଗୋଲରେ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଛି ଇଂଲଣ୍ଡ। ପ୍ରଥମଥର ପାଇଁ ଏହି ମୁକୁଟ ପିନ୍ଧିବାରେ ସୌଭାଗ୍ୟ ଅର୍ଜନ କରିଛି ଇଂଲଣ୍ଡ। ୬ ଅକ୍ଟୋବର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଆଜି ଥିଲା ଫାଇନାଲ ମ୍ୟାଚ୍। ଏହି ଫାଇନାଲ […]

england

england

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 10:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଫା ଅଣ୍ଡର-17 ବିଶ୍ୱକପର ମୁକଟ ପିନ୍ଧିଲା ଇଂଲଣ୍ଡ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଥିଲା ଇଂଲଣ୍ଡ ଓ ସ୍ପେନ୍। ହେଲେ ଶକ୍ତିଶାଳୀ ସ୍ପେନ୍‌କୁ ୫-୨ ଗୋଲରେ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଛି ଇଂଲଣ୍ଡ। ପ୍ରଥମଥର ପାଇଁ ଏହି ମୁକୁଟ ପିନ୍ଧିବାରେ ସୌଭାଗ୍ୟ ଅର୍ଜନ କରିଛି ଇଂଲଣ୍ଡ। ୬ ଅକ୍ଟୋବର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଆଜି ଥିଲା ଫାଇନାଲ ମ୍ୟାଚ୍। ଏହି ଫାଇନାଲ ମ୍ୟାଚ୍‌ଟି  କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଉଥିଲା। ଏହି ମ୍ୟାଚ୍‌ ପାଇଁ ଆଜି ଖଚାଖଚ୍‌ ଥିଲା ଷ୍ଟାଡିୟମ। ପ୍ରଥମରୁ ଆଜି ଆକ୍ରାମଣତ୍ମକ ଖେଳ ଜାରି ରଖି ସ୍ପେନ୍‌ ଲଗାତର ୨ଟି ଗୋଲ ଦେଇ ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିଥିଲା। ହେଲେ ପରେ ଇଂଲଣ୍ଡ ଆକର୍ଷଣୀୟ ପ୍ରଦର୍ଶନ କରି କମ୍‌ବ୍ୟାକ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story