ଦିଲ୍ଲୀ ଟି-୨୦ ସ୍ଥାନାନ୍ତର କରିବାକୁ ବିସିସିଆଇକୁ ଅନୁରୋଧ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୁଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୀପାବଳି ପରେ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ଦୂଷିତ ହୋଇସାରିଛି। ଏଭଳି ସ୍ଥିତିରେ ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଟି-୨୦ ମ୍ୟାଚକୁ ସ୍ଥାନାନ୍ତର କରିବା ପାଇଁ ପରିବେଶବିତମାନେ ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ମ୍ୟାଚକୁ ଦିଲ୍ଲୀ ବାହାରେ କରାଇବା ପାଇଁ ପରିବେଶବିତ୍ ଅନୁରୋଧ କହିଛନ୍ତି। କେୟାର୍ ଫର୍ ଏୟାରର ଜ୍ୟୋତି ପାଣ୍ଡେ […]

delhi

delhi

Ranjit Kumar Jena
  • Published: Tuesday, 29 October 2019
  • Updated: 29 October 2019, 09:19 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୁଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୀପାବଳି ପରେ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ଦୂଷିତ ହୋଇସାରିଛି। ଏଭଳି ସ୍ଥିତିରେ ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଟି-୨୦ ମ୍ୟାଚକୁ ସ୍ଥାନାନ୍ତର କରିବା ପାଇଁ ପରିବେଶବିତମାନେ ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ମ୍ୟାଚକୁ ଦିଲ୍ଲୀ ବାହାରେ କରାଇବା ପାଇଁ ପରିବେଶବିତ୍ ଅନୁରୋଧ କହିଛନ୍ତି।

କେୟାର୍ ଫର୍ ଏୟାରର ଜ୍ୟୋତି ପାଣ୍ଡେ ଏବଂ ମାଇଁ ରାଇଟ୍ ଟୁ ବ୍ରେଥର ରବିନା ରାଜ କୋହଲି ବିସିସିଆଇକୁ ଅନୁରୋଧ କରି କହିଛନ୍ତି, "ବର୍ତ୍ତମାନ ଦିଲ୍ଲୀରେ ପରିସ୍ଥିତି ସାଙ୍ଘାତିକ। ଆସନ୍ତା ୩ ତାରିଖରେ ଏଠାରେ ଯେଉଁ ଟି-୨୦ ମ୍ୟାଚ୍ ଖେଳାଯିବ, ଉଭୟ ଦଳର ଖେଳାଳିମାନେ ଗ୍ରାଉଣ୍ଡରେ ୩ରୁ ୪ ଘଣ୍ଟା ସମୟ ବିତାଇବେ। ଏହା ମଧ୍ୟରେ ଖେଳାଳିମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି। ତେଣୁ ଆମେ ଏହି ମ୍ୟାଚକୁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରୁଛୁ।" ସୂଚନାଯୋଗ୍ୟ, କେୟାର୍ ଫର୍ ଏୟାର୍ ଓ ମାଇଁ ରାଇଟ୍ ଟୁ ବ୍ରେଥ୍ ଭଳି ସଂସ୍ଥା ଦିଲ୍ଲୀରେ ବାୟୁ ପ୍ରଦୁଷଣକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story