ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଫାରୁକ୍ ଇଞ୍ଜିନିୟର୍‌

ପୁଣେ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ୱିକେଟକିପର ଫାରୁକ୍ ଇଞ୍ଜିନିୟର୍ ନିଜର ସ୍ପଷ୍ଟ କଥା ପାଇଁ ବେଶ୍ ପରିଚିତ। ମଙ୍ଗଳବାର ପୁଣେ ପହଞ୍ଚିଥିବା ଇଞ୍ଜିନିୟର ଗୋଟିଏ ପଟେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ଉପରେ ଖୋଲାଖୋଲି ବର୍ଷିଥିବା ବେଳେ ଅନ୍ୟପଟେ ଚୟନକର୍ତ୍ତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ୮୨ ବର୍ଷୀୟ ଇଞ୍ଜିନିୟର୍ ବର୍ତ୍ତମାନ ଚୟନ କମିଟିକୁ ନେଇ ଆଦୌ ଖୁସି ନାହାନ୍ତି। ସେ ଚୟନ କମିଟିକୁ କଟାକ୍ଷ କରି କହିଛନ୍ତି, ଆମ ପାଖରେ ମିକି […]

farokh

farokh

Ranjit Kumar Jena
  • Published: Thursday, 31 October 2019
  • Updated: 31 October 2019, 04:52 PM IST

Sports

Latest News

ପୁଣେ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ୱିକେଟକିପର ଫାରୁକ୍ ଇଞ୍ଜିନିୟର୍ ନିଜର ସ୍ପଷ୍ଟ କଥା ପାଇଁ ବେଶ୍ ପରିଚିତ। ମଙ୍ଗଳବାର ପୁଣେ ପହଞ୍ଚିଥିବା ଇଞ୍ଜିନିୟର ଗୋଟିଏ ପଟେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ଉପରେ ଖୋଲାଖୋଲି ବର୍ଷିଥିବା ବେଳେ ଅନ୍ୟପଟେ ଚୟନକର୍ତ୍ତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ୮୨ ବର୍ଷୀୟ ଇଞ୍ଜିନିୟର୍ ବର୍ତ୍ତମାନ ଚୟନ କମିଟିକୁ ନେଇ ଆଦୌ ଖୁସି ନାହାନ୍ତି। ସେ ଚୟନ କମିଟିକୁ କଟାକ୍ଷ କରି କହିଛନ୍ତି, ଆମ ପାଖରେ ମିକି ମାଉସ୍ (କାର୍ଟୁନ୍‌) ଚୟନ କମିଟି ଅଛନ୍ତି। ଟିମ୍ ଚୟନ କେହି କରନ୍ତି ନାହିଁ, କାରଣ ଏଥିରେ ବିରାଟ୍ କୋହଲିଙ୍କ ଭୂମିକା ରହିଥାଏ।

ଫାରୁକ୍ ଆହୁରି କହିଛନ୍ତି, ଟିମ୍ ଚୟନରେ କୋହଲିଙ୍କ ଭୂମିକା ଅଧିକ, ଯାହା ବହୁତ ଭଲ କଥା । କିନ୍ତୁ ଚୟନକର୍ତ୍ତାଙ୍କ ଭୂମିକା କ'ଣ? ସବୁ ଚୟନକର୍ତ୍ତା ମିଶିକି ମୋଟ ୧୦-୧୨ ମ୍ୟାଚ୍ ଖେଳିଥିବେ। ବିଶ୍ୱକପ୍ ବେଳେ ଚୟନକର୍ତ୍ତାଙ୍କ ମଧ୍ୟରୁ ଜଣଙ୍କୁ ଜାଣିନଥିଲି। ମୁଁ ଜଣଙ୍କୁ ପଚାରିଲି ଯେ ବ୍ଲେଜର ପିନ୍ଧିଥିବା ବ୍ୟକ୍ତି ଜଣକ କିଏ। ସେହି ବ୍ୟକ୍ତି ଜଣକ କହିଥିଲେ ଇଏ ହେଉଛନ୍ତି ଜଣେ ଚୟନକର୍ତ୍ତା। ଚୟନକର୍ତ୍ତା ଅନୁଷ୍କ ଶର୍ମା (ବିରାଟଙ୍କ ପତ୍ନୀ)ଙ୍କୁ ଚା' ଦେବାରେ ବ୍ୟସ୍ତ ଥିଲେ। ମୋତେ ଲାଗୁଛି ଯେ ଦିଲ୍ଲୀପ ଭେଙ୍ଗସରକାରଙ୍କ ସ୍ତରର କୌଣସି ବ୍ୟକ୍ତିଙ୍କୁ ଏହି ପଦବୀ ପାଇଁ ଚୟନ କରାଯିବା ଦରକାର।"

ମୁମ୍ବାଇ ପକ୍ଷରୁ ୧୯୫୮-୫୯ ଏବଂ ୧୯୭୫-୭୬ ମଧ୍ୟରେ ରଣଜୀ କ୍ରିକେଟ୍ ଖେଳିଥିବା ଇଞ୍ଜିନିୟରଙ୍କ ମତରେ, ଚୟନକର୍ତ୍ତା ରିଷଭ ପନ୍ତଙ୍କୁ ଠିକ୍ ଭାବେ ମ୍ୟାନେଜ୍ କରିନାହାନ୍ତି। ପନ୍ତଙ୍କୁ ଦିନିକିଆ ଟିମରୁ ଡ୍ରପ୍ କରାଯିବାର ଆବଶ୍ୟକତା ନଥିଲା। କାର୍ତ୍ତିକଙ୍କ ସ୍ଥାନରେ ପନ୍ତଙ୍କୁ ବିଶ୍ୱକପରେ ଖେଳାଯିବାର ଥିଲା। ଯଦି ସେ ବିଶ୍ୱକପରେ ଖେଳିଥାନ୍ତୋ, ତାହେଲେ ଧୋନିଙ୍କଠାରୁ ତାଙ୍କୁ ବହୁତ କିଛି ଶିଖିବାକୁ ମିଳିଥାନ୍ତା।

୧୯୬୧ରୁ ୧୯୭୫ ପର୍ଯ୍ୟନ୍ତ ଭାରତ ପକ୍ଷରୁ ୪୬ ଟେଷ୍ଟ ମ୍ୟାଚ୍ ଖେଳିଥିବା ଫାରୁକ୍ ଗାଙ୍ଗୁଲିଙ୍କ ବିସିସିଆଇ ଅଧ୍ୟକ୍ଷ ହେବା ନେଇ କହିଛନ୍ତି, "ଶେଷରେ ବୋର୍ଡକୁ ଜଣେ କ୍ରିକେଟର୍ ହିଁ ଚଳାଇବ, ଯାହା ନିଶ୍ଚିତ ଭାବେ କ୍ରିକେଟ୍ ପାଇଁ ଭଲ। କାରଣ ମୋ ନଜରରେ ସିଓଏ ସମୟକୁ ନଷ୍ଟ କରିଛି। ସିଓଏ କାର୍ଯ୍ୟକାଳରେ ଅନେକ ଭୁଲ ବ୍ୟକ୍ତିଙ୍କର ନିଯୁକ୍ତ ହୋଇଛି । ବର୍ତ୍ତମାନ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା, ଭାରତୀୟ କ୍ରିକେଟ୍ ପାଇଁ ଶୁଭଙ୍କର। ଗାଙ୍ଗୁଲିଙ୍କର ଅଧ୍ୟକ୍ଷ ହେବା ଦ୍ୱାରା କ୍ରିକେଟକୁ ଅନେକ ଫାଇଦା ମିଳିବ। ସେ ଜଣେ ଚମତ୍କାର ଖେଳାଳି ଥିଲେ ଏବଂ ଏଭଳି ଜଣେ କ୍ୟାପଟେନ୍ ଯିଏ ଅନେକ ଦୃଢ଼ ନିଷ୍ପତ୍ତ ନେଇଛନ୍ତି। ସେ ମଧ୍ୟ ବିସିସିଆଇ ଅଧ୍ୟକ୍ଷ ଭାବେ ଏହିଭଳି କାମ କରିବେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story