ଆଇଏସ୍‌ଏଲ-୩: ଏଫ୍‌ସି ପୁଣେର ନୂଆ ଜର୍ସୀ ଉନ୍ମୋଚିତ

ପୁଣେ: ଆଇଏସ୍‌ଏଲର ତୃତୀୟ ସଂସ୍କରଣ ପାଇଁ ଏଫ୍‌ସି ପୁଣେ ତା’ର ନୂଆ ଜର୍ସୀକୁ ଉନ୍ମୋଚିତ କରିଛି। ଏହି ଜର୍ସୀରେ ଆକାଶୀ ଓ କମଳାରଙ୍ଗର ମିଶ୍ରଣ ରହିଛି। ପୋଷାକର ଉପରି ଭାଗରେ ଆକାଶୀ ରଙ୍ଗର ପଟି ରହିଥିବା ବେଳେ ତଳଭାଗରେ କମଳା ରଙ୍ଗ ରହିଛି।

ଉନ୍ମୋଚନ ଉତ୍ସବରେ ଦଳର ବରିଷ୍ଟ ଖେଳାଳି, କୋଚ ଓ ଦଳର ଫ୍ରାଞ୍ଚାଇଜ୍‌ ଉପସ୍ଥିତ ଥିଲେ।

ଦଳର ମୁଖ୍ୟ କୋଚ୍‌ଆଣ୍ଟେନିଓ ହାବାସ୍‌ କହିଛନ୍ତି,“ଚଳିତ ବର୍ଷ ଆମେ ଆମ ଜର୍ସୀରେ ଟିକେ ପରିବର୍ତ୍ତନ କରିଛୁ। ଆଜି ତାହାକୁ ଉନ୍ମୋଚନ କରିଛୁ। ଆମେ ଆଶା କରୁଛୁ କି ଏହା ଲୋକାଦୃତ ହେବ।”

ଆହୁରି ପଢ଼ନ୍ତୁ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍

୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ ଟିମ ଇଣ୍ଡିଆର ସଦସ୍ୟ

ଆଇପିଏଲ ପାଇଁ ସରକାରଙ୍କ ଅନୁମତି ମାଗିବ ବିସିସିଆଇ, ୭ରୁ ୧୦ ଦିନରେ ମ୍ୟାଚ୍‌ସୂଚୀ!