ପାକିସ୍ତାନ ପୁଣି ପରାସ୍ତ, ସିରିଜ ଜିତିଲା ଅଷ୍ଟ୍ରେଲିଆ

ଆବୁଧାବି: ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପାଙ୍କ ସଫଳ ବୋଲିଂକୁ ଆଧାର କରି ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ପାକିସ୍ତାନକୁ ୮୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ନେଇଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ପାକିସ୍ତାନର ସିରିଜକୁ ଫେରିବା ଆଶା ଧୂଳିସାତ ହୋଇଛି। ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ ହରାଇ ୨୬୬ ରନ […]

aus

aus

Ranjit Kumar Jena
  • Published: Thursday, 28 March 2019
  • Updated: 28 March 2019, 04:55 PM IST

Sports

Latest News

ଆବୁଧାବି: ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପାଙ୍କ ସଫଳ ବୋଲିଂକୁ ଆଧାର କରି ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ପାକିସ୍ତାନକୁ ୮୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ନେଇଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ପାକିସ୍ତାନର ସିରିଜକୁ ଫେରିବା ଆଶା ଧୂଳିସାତ ହୋଇଛି।

ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ ହରାଇ ୨୬୬ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ କ୍ରମାଗତ ତୃତୀୟ ଶତକରୁ ବଞ୍ଚିତ ରହିଥିଲେ। ସେ ୧୩୬ ବଲରେ ୫ ଚୌକା ଓ ୧ ଛକା ସହ ୯୦ ରନ୍ କରି ଆଉଟ ହୋଇଥିଲେ।

ମଧ୍ୟକ୍ରମରେ ଗ୍ଲେନ୍ ମ୍ୟାକ୍ସୱେଲ ଦ୍ରୁତ ୭୧ (୫୫ ବଲ, ୮ ଚୌକା, ୧ ଛକା), ପିଟର ହ୍ୟାଣ୍ଡସ୍କମ୍ବ ୪୭, ଶନ ମାର୍ଶ ୧୪, ମାର୍କସ ଷ୍ଟୋଇନିସ ୧୦, ଆଲେକ୍ସ କ୍ୟାରି ଅପରାଜିତ ୨୫ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ଉସମାନ ଶିନୱାରୀ, ଜୁନେଦ ଖାନ, ୟାସିର ଶାହ, ଇମାଦ ୱାସିମ ଓ ହାରିସ ସୋହେଲ ଗୋଟିଏ ଲେଖାଏ ୱିକେଟ ହାସଲ କରିଥିଲେ। ୨୬୭ ରନର ବିଜୟଲକ୍ଷ୍ୟର ପିଛା କରି ପାକିସ୍ତାନ ୪୪.୪ ଓଭରରେ ୧୮୬ ରନ କରି ଅଲ ଆଉଟ ହୋଇଯାଇଥିଲା।

ଦଳ ପକ୍ଷରୁ ଇମାମ-ଉଲ-ହକ୍ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଇମାଦ ୱାସିମ ୪୩, ଉମର ଅକମଲ ୩୬, ଶୋହେବ ମଲିକ ୩୧ ଓ ୟାସିର ଶାହ ଅପରାଜିତ ୧୦ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୪୩ ରନ୍ ଦେଇ ୪ଟି ଓ ମ୍ୟାନ ଅଫ ଦି ମ୍ୟାଚ୍ କମିନ୍ସ ୨୩ ରନ୍ ଦେଇ ୩ଟି ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story