ଡିଭିଲିୟର୍ସଙ୍କ ଉପରେ ବର୍ଷିଲେ ସୋଏବ ଅଖତର, କହିଲେ ଟଙ୍କା ପାଇଁ ଦେଶକୁ ଭୁଲିଗଲେ

ଇସ୍‌ଲାମାବାଦ: ମିଷ୍ଟର ୩୬୦ ଭାବେ ପରିଚିତ ଏବି ଡିଭିଲିୟର୍ସ ଅବସର ପରେ ପୁଣିଥରେ ବିଶ୍ୱକପ୍‌ କ୍ରିକେଟ୍‌କୁ ଫେରିବାକୁ ଚାହୁଁଥିବା କହିବା ଏବଂ ଏହାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ମନା କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ ଡିଭିଲୟର୍ସଙ୍କ ଏଭଳି ଇଚ୍ଛାକୁ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ତୀବ୍ର ସମାଲୋଚନା କରିଛନ୍ତି। ସେ ଏକ ୪ ମିନିଟ୍‌ର ଭିଡିଓ ନିଜ ୟ୍ୟୁଟ୍ୟୁବ ଚ୍ୟାନେଲ୍‌ରେ ଛାଡ଼ି ଡିଭିଲିୟର୍ସଙ୍କୁ ଟାର୍ଗେଟ କରିଛନ୍ତି। ସୋଏବ କହିଛନ୍ତି, “ ନିକଟରେ […]

u

u

Hemant Lenka
  • Published: Saturday, 08 June 2019
  • Updated: 08 June 2019, 05:58 PM IST

Sports

Latest News

ଇସ୍‌ଲାମାବାଦ: ମିଷ୍ଟର ୩୬୦ ଭାବେ ପରିଚିତ ଏବି ଡିଭିଲିୟର୍ସ ଅବସର ପରେ ପୁଣିଥରେ ବିଶ୍ୱକପ୍‌ କ୍ରିକେଟ୍‌କୁ ଫେରିବାକୁ ଚାହୁଁଥିବା କହିବା ଏବଂ ଏହାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ମନା କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ ଡିଭିଲୟର୍ସଙ୍କ ଏଭଳି ଇଚ୍ଛାକୁ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ତୀବ୍ର ସମାଲୋଚନା କରିଛନ୍ତି। ସେ ଏକ ୪ ମିନିଟ୍‌ର ଭିଡିଓ ନିଜ ୟ୍ୟୁଟ୍ୟୁବ ଚ୍ୟାନେଲ୍‌ରେ ଛାଡ଼ି ଡିଭିଲିୟର୍ସଙ୍କୁ ଟାର୍ଗେଟ କରିଛନ୍ତି।

ସୋଏବ କହିଛନ୍ତି, “ ନିକଟରେ ଖବର ପ୍ରକାଶ ପାଇଛି ଯେ ଡିଭିଲିୟର୍ସ ଅବସର ନେବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପୁଣି ଫେରିବାକୁ ଚାହୁଁଥିବା କହିଛନ୍ତି। ତେବେ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଜିତିବାକୁ ସଂଘର୍ଷ କରୁଥିବା ବେଳେ ଡିଭିଲିୟର୍ସ କ’ଣ ପାଇଁ ଏଭଳି ବୟାନ ଦେଲେ? ଲୋକମାନେ ମନେ ରଖିବା ଦରକାର ଯେ ଆଇପିଏଲ୍ ଏବଂ ପିଏସ୍‌ଏଲ୍‌ ଭଳି ଟୁର୍ଣ୍ଣାମେଣ୍ଟ ଛାଡ଼ି ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ଯୋଗଦେବାକୁ ଡିଭିଲିୟର୍ସଙ୍କ ଉପରେ ଚାପ ପଡ଼ିଥିଲା।

କିନ୍ତୁ ସେ ଟଙ୍କା ପାଇଁ ଆଇପିଏଲ ଏବଂ ପିଏସ୍‌ଏଲ୍‌ ଖେଳିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେ ଆଗୁଆ ଅବସର ଘୋଷଣା କରି ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ଆଗୁଆ ବାହାରି ଯାଇଥିଲେ। ଟଙ୍କା ପାଇଁ ଡିଭିଲିୟର୍ସ ଏମିତି କଲେ। ହେଲେ ପ୍ରଥମେ ସେ ଦେଶ କଥା ଚିନ୍ତା କରିବାର ଥିଲା। କାରଣ ବିଶ୍ୱକପ୍‌ରେ ଦଳ ତାଙ୍କର ଆବଶ୍ୟକତାକୁ ଅନୁଭବ କରୁଛି। ଟଙ୍କା ଆଜି ନଥିଲେ କାଲି ଆସିବ। ହେଲେ ଡିଭିଲୟର୍ସ ଟଙ୍କା ପାଇଁ ବିଶ୍ୱକପରେ ନିଜ ଦେଶର ସ୍ୱାର୍ଥକୁ ଅଣଦେଖା କଲେ। ଏହା ଆଦୌ ଗ୍ରହଣୀୟ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story