ଦେଓଧର ଟ୍ରଫି: ଇଣ୍ଡିଆ-ଏ'କୁ ହରାଇଲା ଇଣ୍ଡିଆ-ବି

ରାଞ୍ଚି: ଋତୁରାଜ ଗାଏକ୍ୱାଡ୍ ଓ ବାବା ଅପରାଜିତଙ୍କ ଶତକକୁ ଆଧାର କରି ଇଣ୍ଡିଆ-ବି ଏଠାରେ ଆରମ୍ଭ ହୋଇଥିବା ଦେଓଧର ଟ୍ରଫିର ପ୍ରଥମ ମ୍ୟାଚରେ ଇଣ୍ଡିଆ-ଏ’କୁ ୧୦୮ ରନରେ ପରାସ୍ତ କରିଛି। ଏହି ବିଜୟରୁ ଇଣ୍ଡିଆ-ବି ୪ ପଏଣ୍ଟ ହାସଲ କରିଛି। ଜେଏସସିଏ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମ କମ୍ପେ୍ଲକ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଇଣ୍ଡିଆ-ଏ କ୍ୟାପଟେନ୍ ହନୁମା ବିହାରୀ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ବି ୫୦ ଓଭରରେ ୬ […]

deodhar

deodhar

Ranjit Kumar Jena
  • Published: Thursday, 31 October 2019
  • Updated: 31 October 2019, 08:36 PM IST

Sports

Latest News

ରାଞ୍ଚି: ଋତୁରାଜ ଗାଏକ୍ୱାଡ୍ ଓ ବାବା ଅପରାଜିତଙ୍କ ଶତକକୁ ଆଧାର କରି ଇଣ୍ଡିଆ-ବି ଏଠାରେ ଆରମ୍ଭ ହୋଇଥିବା ଦେଓଧର ଟ୍ରଫିର ପ୍ରଥମ ମ୍ୟାଚରେ ଇଣ୍ଡିଆ-ଏ'କୁ ୧୦୮ ରନରେ ପରାସ୍ତ କରିଛି। ଏହି ବିଜୟରୁ ଇଣ୍ଡିଆ-ବି ୪ ପଏଣ୍ଟ ହାସଲ କରିଛି। ଜେଏସସିଏ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମ କମ୍ପେ୍ଲକ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଇଣ୍ଡିଆ-ଏ କ୍ୟାପଟେନ୍ ହନୁମା ବିହାରୀ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ବି ୫୦ ଓଭରରେ ୬ ୱିକେଟ୍ ହରାଇ ୩୦୨ ରନ୍ କରିଥିଲା। ଇଣ୍ଡିଆ-ଏ ୬୩ ରନରେ ୨ ୱିକେଟ୍ ହରାଇଥିବା ବେଳେ ଗାଏକ୍ୱାଡ୍ ଓ ଅପରାଜିତ ଶତକୀୟ ଇନିଂସ୍ ଖେଳି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୫୮ ରନର ଭାଗୀଦାରୀ କରିଥିଲେ।

ଗାଏକ୍ୱାଡ୍ ୧୨୨ ବଲରେ ୮ ଚୌକା ଓ ୪ ଛକା ସହ ୧୧୩ ଓ ଅପରାଜିତ ୧୦୧ ବଲରେ ୬ ଚୌକା ଓ ୨ ଛକା ସହ ୧୦୧ ରନ୍ କରି ଆଉଟ୍ ହୋଇଥିଲେ। ଶେଷଭାଗରେ ବିଜୟ ଶଙ୍କର ୨୬ (୧୬ ବଲ୍, ୨ ଚୌକା, ୧ ଛକା) ଓ କ୍ରିଷ୍ଣାପ୍ପା ଗୌତମ ଅପରାଜିତ ୧୯ (୮ ବଲ୍, ୧ ଚୌକା, ୨ ଛକା) ରନ୍ କରିଥିଲେ। ଇଣ୍ଡିଆ-ଏ'ର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଜୟଦେବ ଉନାଦକତ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

୩୦୩ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଆ-ଏ ୪୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ବିହାରୀ ସର୍ବାଧିକ ୫୯ ରନ୍ କରିଥିବା ବେଳେ ଇଶାନ୍ କିଶନ ୨୬, ଅମନଦୀପ ଖାରେ ୨୫ ଓ ଅଭିମନ୍ୟୁ ଈଶ୍ୱରନ୍ ୨୦ ରନ୍ କରିଥିଲେ। ଇଣ୍ଡିଆ-ବି ପକ୍ଷରୁ ରୁଶ କାଲାରିଆ ୩ଟି ଓ ମହମ୍ମଦ ସିରାଜ ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story