ପୁଣି ବ୍ୟାଟ୍ ଧରିଲେ ଦାଦା

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ବର୍ତ୍ତମାନ ନୂଆ ଭୂମିକାରେ ଦେଖା ଦେଇଛନ୍ତି। ସେ ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆଡଭାଇଜର ଦାୟିତ୍ୱ ତୁଲାଉଛନ୍ତି। ନିଜ ସମୟର ସବୁଠାରୁ ଦମଦାର ଓ ଆକ୍ରମଣାତ୍ମକ ଅଧିନାୟକ ରହିଥିବା ଗାଙ୍ଗୁଲି ପୂରା ସମର୍ପିତ ସହ ଟିମ ସହ ଯୋଡି ହୋଇଛନ୍ତି। ସେ କେବଳ ଜଣେ ପରାମର୍ଶଦାତା ଭାବେ ନୁହେଁ ବରଂ ଖେଳାଳିମାନଙ୍କ ସହ ମଇଦାନକୁ ମଧ୍ୟ ଓହ୍ଲାଇ ବ୍ୟାଟିଂ ପ୍ରାକ୍ଟିସ ମଧ୍ୟ କରିଛନ୍ତି। ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରେନିଂ […]

gan

gan

Ranjit Kumar Jena
  • Published: Thursday, 28 March 2019
  • Updated: 28 March 2019, 08:52 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ବର୍ତ୍ତମାନ ନୂଆ ଭୂମିକାରେ ଦେଖା ଦେଇଛନ୍ତି। ସେ ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆଡଭାଇଜର ଦାୟିତ୍ୱ ତୁଲାଉଛନ୍ତି। ନିଜ ସମୟର ସବୁଠାରୁ ଦମଦାର ଓ ଆକ୍ରମଣାତ୍ମକ ଅଧିନାୟକ ରହିଥିବା ଗାଙ୍ଗୁଲି ପୂରା ସମର୍ପିତ ସହ ଟିମ ସହ ଯୋଡି ହୋଇଛନ୍ତି।

ସେ କେବଳ ଜଣେ ପରାମର୍ଶଦାତା ଭାବେ ନୁହେଁ ବରଂ ଖେଳାଳିମାନଙ୍କ ସହ ମଇଦାନକୁ ମଧ୍ୟ ଓହ୍ଲାଇ ବ୍ୟାଟିଂ ପ୍ରାକ୍ଟିସ ମଧ୍ୟ କରିଛନ୍ତି। ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରେନିଂ ସେସନରେ ବ୍ୟାଟ୍ ଧରିଥିଲେ ଏବଂ କିଛି ଆକର୍ଷଣୀୟ ଶଟ୍ ମଧ୍ୟ ମାରିଛନ୍ତି। ଏହା ମଧ୍ୟରେ ସେ ସେହି ପୁରୁଣା ଗାଙ୍ଗୁଲି ଭାବେ ନଜର ଆସିଛନ୍ତି, ଯିଏ ନିଜର ଫେଭରିଟ୍ ଅଫ ସାଇଡରେ କିଛି ଶଟ୍ ଖେଳିଛନ୍ତି।

ଅଫସାଇଡର ମାଷ୍ଟର ଭାବେ ପରିଚିତ ଗାଙ୍ଗୁଲି କିଛି କଟ ଶଟ୍ ଓ କଭର ଡ୍ରାଇଭ୍ ଶଟ ମଧ୍ୟ ମାରିଥିଲେ। ତାଙ୍କ ସହ ଦିଲ୍ଲୀର ସହକାରୀ କୋଚ ମହମ୍ମଦ କୈଫ ମଧ୍ୟ ମଇଦାନରେ ଉପସ୍ଥିତ ଥିଲେ। ଗାଙ୍ଗୁଲି ବ୍ୟାଟିଂ କରୁଥିବାର ଏକ ଭିଡିଓକୁ ଦିଲ୍ଲୀ ଟିମ ତା'ର ଅଫିସିଆଲ ପେଜରେ ପୋଷ୍ଟ କରିଛି।

ଦେଖନ୍ତୁ ଭିଡିଓ

https://twitter.com/DelhiCapitals/status/1111118388594659328

ସୂଚନାଯୋଗ୍ୟ, ଗାଙ୍ଗୁଲି ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ସେ ୧୧୩ ଟେଷ୍ଟ ଖେଳି ୪୨.୧୭ ହାରରେ ୭୨୧୨ ରନ୍ କରିଛନ୍ତି। ଏହାଛଡ଼ା ଦିନିକିଆରେ ଗାଙ୍ଗୁଲି ୩୧୧ ମ୍ୟାଚରେ ୪୧.୦୨ ହାରରେ ୧୧୩୬୩ ରନ କରିଛନ୍ତି। ବର୍ତ୍ତମାନ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ଟିମର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଦିଲ୍ଲୀ ତା'ର ପରବର୍ତ୍ତୀ ମୁକାବିଲା ଶନିବାର ଫିରୋଜ ଶାହ କୋଟଲାରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story