‘ଟିମ୍ ଇଣ୍ଡିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି’

ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କ ନାମ ରହିଛି। ତାଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ବିଦେଶୀ ମାଟିରେ ଜିତିବା ପାଇଁ ଆତ୍ମବିଶ୍ୱାସ ଲାଭ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦଳର ଖେଳାଳିଙ୍କୁ ବିଦେଶୀ ମାଟିରେ ମୁହଁତୋଡ ଜବାବ ଦେବାରେ ସକ୍ଷମ ହୋଇଥିଲେ। ନାଟୱେଷ୍ଟ ଟ୍ରଫି ହେଉ କି ୨୦୦୪ରେ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ, ଏଥିପାଇଁ ସୌରଭ ଗାଙ୍ଗୁଲିଙ୍କୁ ଶ୍ରେୟ ଦିଆଯାଏ।। ଏବେ […]

Nasser Hussain

Nasser Hussain

Subhransu Sekhar
  • Published: Friday, 19 June 2020
  • Updated: 19 June 2020, 11:28 PM IST

Sports

Latest News

ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କ ନାମ ରହିଛି। ତାଙ୍କ ଅଧିନାୟକତ୍ୱରେ ଖେଳାଳିମାନେ ବିଦେଶୀ ମାଟିରେ ଜିତିବା ପାଇଁ ଆତ୍ମବିଶ୍ୱାସ ଲାଭ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦଳର ଖେଳାଳିଙ୍କୁ ବିଦେଶୀ ମାଟିରେ ମୁହଁତୋଡ ଜବାବ ଦେବାରେ ସକ୍ଷମ ହୋଇଥିଲେ।

ନାଟୱେଷ୍ଟ ଟ୍ରଫି ହେଉ କି ୨୦୦୪ରେ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ, ଏଥିପାଇଁ ସୌରଭ ଗାଙ୍ଗୁଲିଙ୍କୁ ଶ୍ରେୟ ଦିଆଯାଏ।। ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ଗାଙ୍ଗୁଲିକୁ ମନେ ପକାଇ କହିଛନ୍ତି, ଗାଙ୍ଗୁଲି ଭାରତୀୟ ଦଳକୁ କ୍ରିକେଟକୁ ପାଓ୍ୱାର ହାଉସରେ ପରିଣତ କରିଛନ୍ତି। ଯାହା ବି ଭାରତୀୟ କ୍ରିକେଟ ଟିମରେ ପରିବର୍ତ୍ତନ ଦେଖା ଦେଇଛି ସେଥିରେ ବର୍ତ୍ତମାନର ବିସିସିଆଇ ସଭାପତିଙ୍କ ଅବଦାନ ରହିଛି।

ନାସିର ହୁସେନ୍ ହେଉଛନ୍ତି ଇଂଲଣ୍ଡର ଜଣେ ଦକ୍ଷ ଖେଳାଳି ଥିଲେ। ଇଂଲଣ୍ଡର ନେତୃତ୍ୱ ନେଇ ନାସିର ହୁସେନ ଗାଙ୍ଗୁଲିଙ୍କୁ ସାମ୍ନା କରିଛନ୍ତି। ସେ କହିଛନ୍ତି, ଗାଙ୍ଗୁଲି ଭାରତୀୟ କ୍ରିକେଟ୍ ଦଳକୁ ମଜବୁତ କରିଥିଲେ। ମୁଁ ଜଣେ ଅଧିନାୟକ ଭାବରେ ତାଙ୍କୁ ବହୁତ ସମ୍ମାନ କରେ। ସେ ଭାରତୀୟ କ୍ରିକେଟରେ ବିପ୍ଳବ ଆଣିଥିଲେ। ଆଇସିସି ସଭାପତି ପଦ ପାଇଁ ସେ ଦାବି କରିବା ଉଚିତ୍ ବୋଲି ସେ କହିଛନ୍ତି।

ତେବେ ନାସିର ହୁସେନ୍ ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଗାଙ୍ଗୁଲିଙ୍କ ପାଖରେ ଥିବା ଅନେକ ଗୁଣ ବିରାଟଙ୍କ ପାଖରେ ରହିଛି ବୋଲି ନାସିର କହିଛନ୍ତି। ବିରାଟ କୋହଲି ପଡ଼ିଆରେ ଥିବା ବେଳେ ଜିତିବା ପାଇଁ ତାଙ୍କ ଭିତରେ ଉତ୍ସାହ ରହିଥାଏ। ଏଥିସହ ନାସିର ହୁସେନ୍ ଇଂଲଣ୍ଡର ବର୍ତ୍ତମାନର ଅଧିନାୟକ ଇଆନ୍ ମୋର୍ଗାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story