ଅଷ୍ଟ୍ରେଲିଆ ଦଳକୁ ଫେରିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ସିଡନୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ଦଳକୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀରେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ମ୍ୟାକ୍ସୱେଲଙ୍କୁ ଚୟନ କରାଯାଇନଥିଲା। ତାଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଭାରତ ନିକଟରୁ ୧-୨ରେ ସିରିଜ୍ ହାରିଯାଇଥିଲା। ମ୍ୟାକ୍ସୱେଲ୍ ମାନସିକ ଦୁଶ୍ଚିନ୍ତା କାରଣରୁ ଜାତୀୟ ଦଳରୁ ବାହାରେ ଥିଲେ। କିନ୍ତୁ ବିଗବ୍ୟାଶ୍ ଲିଗରେ ଦମଦାର ପ୍ରଦର୍ଶନ କରି ମ୍ୟାକ୍ସୱେଲ୍ ପୁଣିଥରେ ଟିମରେ ସ୍ଥାନ […]

maxwell

maxwell

Ranjit Kumar Jena
  • Published: Tuesday, 04 February 2020
  • Updated: 04 February 2020, 06:31 PM IST

Sports

Latest News

ସିଡନୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ଦଳକୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀରେ ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ମ୍ୟାକ୍ସୱେଲଙ୍କୁ ଚୟନ କରାଯାଇନଥିଲା। ତାଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଭାରତ ନିକଟରୁ ୧-୨ରେ ସିରିଜ୍ ହାରିଯାଇଥିଲା।

ମ୍ୟାକ୍ସୱେଲ୍ ମାନସିକ ଦୁଶ୍ଚିନ୍ତା କାରଣରୁ ଜାତୀୟ ଦଳରୁ ବାହାରେ ଥିଲେ। କିନ୍ତୁ ବିଗବ୍ୟାଶ୍ ଲିଗରେ ଦମଦାର ପ୍ରଦର୍ଶନ କରି ମ୍ୟାକ୍ସୱେଲ୍ ପୁଣିଥରେ ଟିମରେ ସ୍ଥାନ ହାସଲ କରିଛନ୍ତି। ବିବିଏଲରେ ସେ ୪୩.୨୨ ହାରରେ ୩୮୯ ରନ୍ କରିଥିଲେ। ତେବେ ବିବିଏଲରେ ୫୫.୬୩ ହାରରେ ସର୍ବାଧିକ ୬୧୨ ରନ୍ କରିଥିବା ଷ୍ଟାର୍ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍‌ଙ୍କୁ ଟିମରେ ସ୍ଥାନ ମିଳିନାହିଁ।

ପେସ୍ ବୋଲର ସିନ୍ ଆବୋଟ୍ଟ ଟି-୨୦ ଦଳରେ ସ୍ଥାନ ପାଇଥିବା ବେଳେ ମାର୍ନସ୍ ଲାବୁଶେନ୍ ଦିନିକିଆ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ତିନୋଟି ଟି-୨୦ ଏବଂ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ। ଫେବୃଆରୀ ୨୧ ତାରିଖରୁ ଟି-୨୦ ଏବଂ ୨୯ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ।

ଦିନିକିଆ ସ୍କ୍ୱାଡ୍‌: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଅଷ୍ଟନ୍ ଆଗର୍‌, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ଜୋଶ୍ ହେଜଲଉଡ୍‌, ମାର୍ନସ୍ ଲାବୁଶେନ୍‌, ମିଚେଲ୍ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍‌, କେନ୍ ୱିଲିୟମସନ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ମାଥ୍ୟୁ ୱେଡ୍‌, ଡେଭିଡ୍ ୱାର୍ଣ୍ଣର୍‌, ଆଡାମ ଜାମ୍ପା।

ଟି-୨୦ ସ୍କ୍ୱାଡ୍‌: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ସିନ୍ ଆବୋଟ୍ଟ, ଅଷ୍ଟନ ଆଗର୍‌, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ମିଚେଲ୍ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଝାଇ ରିଚାର୍ଡସନ୍‌, କେନ୍ ରିଚାର୍ଡସନ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ମାଥ୍ୟୁ ୱେଡ୍‌, ଡେଭିଡ୍ ୱାର୍ଣ୍ଣର୍‌, ଆଡାମ ଜାମ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story