ଏସୀୟ ସନ୍ତରଣରେ ୨ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଲେ ପ୍ରତ୍ୟାଶା

ଭୁବନେଶ୍ୱର: ଓଡ଼ିଆ ମହିଳା ସୁଇମ୍‌ର ପ୍ରତ୍ୟାଶା ରାୟ ବିଦେଶରେ ସଫଳତା ପାଇଛନ୍ତି। ଶ୍ରୀଲଙ୍କାର କଲମ୍ୱୋରେ ଚାଲିଥିବା ସାଉଥ୍‌ ଏସିଆନ୍‌ ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌ରେ ସେ ୪ ଗୁଣା ୧୦୦ ମେଡେଲ୍‌ ରିଲେ ଓ ୪ ଗୁଣା ୧୦୦ ମିକ୍ସଡ ରିଲେରେ ୨ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହାସହ ୫୦ ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ଜିତିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ  ସେ ଏହି ପଦକ ଜିତିଛନ୍ତି।

swimming

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 09:03 AM IST

ଭୁବନେଶ୍ୱର: ଓଡ଼ିଆ ମହିଳା ସୁଇମ୍‌ର ପ୍ରତ୍ୟାଶା ରାୟ ବିଦେଶରେ ସଫଳତା ପାଇଛନ୍ତି। ଶ୍ରୀଲଙ୍କାର କଲମ୍ୱୋରେ ଚାଲିଥିବା ସାଉଥ୍‌ ଏସିଆନ୍‌ ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌ରେ ସେ ୪ ଗୁଣା ୧୦୦ ମେଡେଲ୍‌ ରିଲେ ଓ ୪ ଗୁଣା ୧୦୦ ମିକ୍ସଡ ରିଲେରେ ୨ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି।

ଏହାସହ ୫୦ ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ଜିତିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ  ସେ ଏହି ପଦକ ଜିତିଛନ୍ତି।

Related story