ଭାରତର ଦମଦାର ଆରମ୍ଭ

ଲିଡ୍‌ସ: ଶ୍ରୀଲଙ୍କା ଦେଇଥିବା ୨୬୫ ରନ୍‌ର ଟାର୍ଗେଟ ପିଛା କରୁଥିବା ଟିମ୍‌ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଛି। ଦଳର ଦୁଇ ଓପନର ଶ୍ରୀଲଙ୍କାର ବୋଲରମାନଙ୍କୁ କଡ଼ା ପ୍ରହାର କରି ଦଳୀୟ ସ୍କୋରକୁ ଆଗକୁ ନେଇଛନ୍ତି। ବିଶେଷ କରି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ନିଜର ଆକ୍ରମଣାତ୍ମ ରୂପ ଦେଖାଇଛନ୍ତି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୭ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୫୧ ରନ୍‌ କରିଛି। ରୋହି ଶର୍ମା ୨୧ଟି ବଲ୍‌ରେ ୨୯ ଓ କେଏଲ ରାହୁଲ […]

qw

Hemant Lenka
  • Published: Saturday, 06 July 2019
  • , Updated: 06 July 2019, 07:47 PM IST

ଲିଡ୍‌ସ: ଶ୍ରୀଲଙ୍କା ଦେଇଥିବା ୨୬୫ ରନ୍‌ର ଟାର୍ଗେଟ ପିଛା କରୁଥିବା ଟିମ୍‌ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଛି। ଦଳର ଦୁଇ ଓପନର ଶ୍ରୀଲଙ୍କାର ବୋଲରମାନଙ୍କୁ କଡ଼ା ପ୍ରହାର କରି ଦଳୀୟ ସ୍କୋରକୁ ଆଗକୁ ନେଇଛନ୍ତି।

ବିଶେଷ କରି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ନିଜର ଆକ୍ରମଣାତ୍ମ ରୂପ ଦେଖାଇଛନ୍ତି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୭ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୫୧ ରନ୍‌ କରିଛି। ରୋହି ଶର୍ମା ୨୧ଟି ବଲ୍‌ରେ ୨୯ ଓ କେଏଲ ରାହୁଲ ୨୧ଟି ବଲ୍‌ରେ ୨୧ ରନ୍‌ କରିଛନ୍ତି।

Related story