ଇଣ୍ଡୋନେସିଆ ଓପନ୍ ଟିଟି ଜିତିଲେ ହରମୀତ

ମୁମ୍ବାଇ: ଭାରତର ହରମୀତ ଦେଶାଇ ରବିବାର ଇଣ୍ଡୋନେସିଆର ବାଟାମରେ ଅନୁଷ୍ଠିତ ଆଇଟିଟିଏଫ୍ ଚ୍ୟାଲେଞ୍ଜର ଇଣ୍ଡୋନେସିଆ ଓପନ୍ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିଛନ୍ତି। ଫାଇନାଲରେ ସେ ନିଜ ଦେଶର ଅମଲରାଜ ଆନ୍ଥୋନୀଙ୍କୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ଅଲ୍ ଇଣ୍ଡିଆନ୍ ଫାଇନାଲରେ ବିଶ୍ୱର ୧୦୪ ନମ୍ବର ଖେଳାଳି ହରମୀତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଅମଲରାଜଙ୍କୁ ୧୧-୯, ୯-୧୧, ୧୧-୯, ୧୦-୧୨, ୧୧-୯ ଗେମରେ ହରାଇ ଟାଇଟଲ୍ ଜିତିଛନ୍ତି। ୨୦୧୯ରେ ହରମୀତଙ୍କର ଏହା ୨ୟ ଅନ୍ତର୍ଜାତୀୟ ଟାଇଟଲ୍। ହରମୀତ୍ […]

desai

desai

Ranjit Kumar Jena
  • Published: Sunday, 17 November 2019
  • Updated: 17 November 2019, 08:37 PM IST

Sports

Latest News

ମୁମ୍ବାଇ: ଭାରତର ହରମୀତ ଦେଶାଇ ରବିବାର ଇଣ୍ଡୋନେସିଆର ବାଟାମରେ ଅନୁଷ୍ଠିତ ଆଇଟିଟିଏଫ୍ ଚ୍ୟାଲେଞ୍ଜର ଇଣ୍ଡୋନେସିଆ ଓପନ୍ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିଛନ୍ତି। ଫାଇନାଲରେ ସେ ନିଜ ଦେଶର ଅମଲରାଜ ଆନ୍ଥୋନୀଙ୍କୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ଅଲ୍ ଇଣ୍ଡିଆନ୍ ଫାଇନାଲରେ ବିଶ୍ୱର ୧୦୪ ନମ୍ବର ଖେଳାଳି ହରମୀତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଅମଲରାଜଙ୍କୁ ୧୧-୯, ୯-୧୧, ୧୧-୯, ୧୦-୧୨, ୧୧-୯ ଗେମରେ ହରାଇ ଟାଇଟଲ୍ ଜିତିଛନ୍ତି।

୨୦୧୯ରେ ହରମୀତଙ୍କର ଏହା ୨ୟ ଅନ୍ତର୍ଜାତୀୟ ଟାଇଟଲ୍। ହରମୀତ୍ ଓ ଅମଲରାଜ ଏହା ପୂର୍ବରୁ ପୁରୁଷ ଡବଲ୍ସ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ। ଭାରତୀୟ ଯୋଡ଼ି ସେମିଡ଼ାଇନାଲରେ ମ୍ୟାନ୍ ହୋ କ୍ୱାନ୍ ଓ ସ୍ୟୁ ହାଙ୍ଗ ଲାମଙ୍କ ଯୋଡ଼ିଙ୍କଠାରୁ ୦-୩ (୭-୧୧, ୯-୧୧, ୯-୧୧)ରେ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story