ଆଇପିଏଲ୍‌-୯ରେ ଭାଷ୍ୟକାର କମିଟିରୁ ହର୍ସ ଭୋଗଲେଙ୍କ ଚୁକ୍ତି ବାତିଲ୍‌

ମୁମ୍ବାଇ: ଆଇପିଏଲ୍‌ର ନବମ ସଂସ୍କରଣରେ ଆଉ ଶୁଣିବାକୁ ମିଳିବ ନାହିଁ ଭାଷ୍ୟକାର ହର୍ସ ଭୋଗଲେଙ୍କ କମେଣ୍ଟ୍ରି। ବିସିସିଆଇ ପକ୍ଷରୁ ଭାଷ୍ୟକାର ପ୍ୟାନେଲ୍‌ରୁ ତାଙ୍କ ଚୁକ୍ତିକୁ ଆଜି ବାତିଲ୍‌ କରି ଦିଆଯାଇଛି। ୨୦୦୮ର ଆଇପିଏଲ ସଂସ୍କରଣରେ ସେ ଜଣେ ଜଣାଶୁଣା ଭାଷ୍ୟକାର ଥିଲେ ମଧ୍ୟ ଚଳିତ ସିଜନ୍‌ରୁ ତାଙ୍କ ଚୁକ୍ତିକୁ ବାତିଲ୍‌ କରିଦିଆଯାଇଛି। କିନ୍ତୁ କାହିଁକି ତାଙ୍କ ଚୁକ୍ତିକୁ ବାତିଲ କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏନେଇ ଭୋଗଲେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,“କେଉଁ କାରଣରୁ ଭାଷ୍ୟକାର […]

Harsha Bhogle

Harsha Bhogle

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 12:08 PM IST

Sports

Latest News

ମୁମ୍ବାଇ: ଆଇପିଏଲ୍‌ର ନବମ ସଂସ୍କରଣରେ ଆଉ ଶୁଣିବାକୁ ମିଳିବ ନାହିଁ ଭାଷ୍ୟକାର ହର୍ସ ଭୋଗଲେଙ୍କ କମେଣ୍ଟ୍ରି। ବିସିସିଆଇ ପକ୍ଷରୁ ଭାଷ୍ୟକାର ପ୍ୟାନେଲ୍‌ରୁ ତାଙ୍କ ଚୁକ୍ତିକୁ ଆଜି ବାତିଲ୍‌ କରି ଦିଆଯାଇଛି। ୨୦୦୮ର ଆଇପିଏଲ ସଂସ୍କରଣରେ ସେ ଜଣେ ଜଣାଶୁଣା ଭାଷ୍ୟକାର ଥିଲେ ମଧ୍ୟ ଚଳିତ ସିଜନ୍‌ରୁ ତାଙ୍କ ଚୁକ୍ତିକୁ ବାତିଲ୍‌ କରିଦିଆଯାଇଛି।

କିନ୍ତୁ କାହିଁକି ତାଙ୍କ ଚୁକ୍ତିକୁ ବାତିଲ କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଏନେଇ ଭୋଗଲେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,“କେଉଁ କାରଣରୁ ଭାଷ୍ୟକାର କମିଟିରୁ ମୋର ଚୁକ୍ତିକୁ ବାତିଲ କରାଯାଇଛି, ମୁଁ ଜାଣି ନାହିଁ। ମତେ କେହି କିଛି କହି ନାହାନ୍ତି। ମୋତେ ବୋର୍ଡ ପକ୍ଷରୁ ଏ ପର୍ଯ୍ୟନ୍ତ ଏନେଇ କୌଣସ ସୂଚନା ଦିଆଯାଇନାହିଁ କି ମୁଁ ଜାଣି ନାହିଁ। ଏହା ବିସିସିଆଇର ମ୍ୟାନେଜ୍‌ମେଣ୍ଟର ନିଷ୍ପତ୍ତି।”

ଯେତେବେଳେ ସୋନି ନେଟ୍‌ୱାର୍କ ମ୍ୟାଚ୍‌ର ପ୍ରସାରଣର ଦାୟିତ୍ୱ ନେଇଛି, ବିସିସିଆଇ ଏଥିରେ ଏକ୍ସପର୍ଟ ଭାଷ୍ୟକାରଙ୍କୁ ନେବାକୁ ଚାହିଁବ। ସେମାନଙ୍କ ମଧ୍ୟରେ ରହିଛନ୍ତି ଡ୍ୟାନି ମୋରିସନ୍, ସୁନୀଲ୍‌ ଗାଭାସ୍କର ଓ ରବି ଶାସ୍ତ୍ରୀ। ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର ନିର୍ଦ୍ଦେଶକ ପଦରୁ ଚୁକ୍ତି ଶେଷ  କରି ଫେରିବା ପରେ ଭୋଗଲେଙ୍କ ଚୁକ୍ତିକୁ ବାତିଲ କରି ଦିଆଯାଇଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ନାଗପୁରରେ ସେ କମେଣ୍ଟ୍ରି କରୁଥିବା ବେଳେ ବିସିସିଆଇ କର୍ତ୍ତୃପକ୍ଷଙ୍କ ସହିତ ତାଙ୍କର କଥା କଟାକଟି ହୋଇଥିଲା। ଏହି କାରଣରୁ ତାଙ୍କ ଚୁକ୍ତିକୁ ବାତିଲ୍‌ କରି ଦିଆଯାଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story