ଏଚ୍‌ଆଇଏଲ୍‌: ୨-୧ରେ ପଞ୍ଜାବକୁ ହରାଇଲା ମୁମ୍ବାଇ

ଏଚ୍‌ଆଇଏଲ୍‌: ଚଣ୍ଡିଗଡ଼: ଆଜି ଚଣ୍ଡିଗଡ଼ରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଏକ ମ୍ୟାଚ୍‌ରେ ଦବଙ୍ଗ ମୁମ୍ବାଇ ୨-୧ ଗୋଲରେ ପଞ୍ଜାବ ୱାରିୟର୍ସକୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଆର. କେମ୍ପରମେନ ଦୁଇଟି ଫିଲ୍ଡ ଗୋଲ ଦେଇଥିଲେ। ସେହିପରି ପଞ୍ଜାବ ପକ୍ଷରୁ ଏମ୍‌. ୱେରଡେନ ଏକମାତ୍ର ଗୋଲ ଦେଇଥିଲେ। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ପ୍ରଥମାର୍ଦ୍ଧ ୦-୦ରେ ଶେଷ ହୋଇଥିଲା। ଏହି ବିଜୟ ସହ ଦବଙ୍ଗ ମୁମ୍ବାଇ ୮ଟି ମ୍ୟାଚ୍‌ରୁ ୫ ବିର୍ଜ ୨ ପରାଜୟ ଓ ଗୋଟଏ ଡ୍ର […]

hil

Rakesh Mallick
  • Published: Saturday, 11 February 2017
  • , Updated: 11 February 2017, 09:18 PM IST

ଏଚ୍‌ଆଇଏଲ୍‌: ଚଣ୍ଡିଗଡ଼: ଆଜି ଚଣ୍ଡିଗଡ଼ରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଏକ ମ୍ୟାଚ୍‌ରେ ଦବଙ୍ଗ ମୁମ୍ବାଇ ୨-୧ ଗୋଲରେ ପଞ୍ଜାବ ୱାରିୟର୍ସକୁ ପରାସ୍ତ କରିଛି।

ମୁମ୍ବାଇ ପକ୍ଷରୁ ଆର. କେମ୍ପରମେନ ଦୁଇଟି ଫିଲ୍ଡ ଗୋଲ ଦେଇଥିଲେ। ସେହିପରି ପଞ୍ଜାବ ପକ୍ଷରୁ ଏମ୍‌. ୱେରଡେନ ଏକମାତ୍ର ଗୋଲ ଦେଇଥିଲେ। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ପ୍ରଥମାର୍ଦ୍ଧ ୦-୦ରେ ଶେଷ ହୋଇଥିଲା।

ଏହି ବିଜୟ ସହ ଦବଙ୍ଗ ମୁମ୍ବାଇ ୮ଟି ମ୍ୟାଚ୍‌ରୁ ୫ ବିର୍ଜ ୨ ପରାଜୟ ଓ ଗୋଟଏ ଡ୍ର ସହ ୨୮ ପଏଣ୍ଟ ପାଇ ପୂର୍ବପରି ତାଲିକାର ପ୍ରଥମ ସ୍ଥାନରେ ରହିଛି। ପଞ୍ଜାବ ୩ଟି ଲେଖାଏଁ ବିଜୟ ଓ ପରାଜୟ ସହ ୧୬ ପଏଣ୍ଟ ପାଇ ତାଲିକାର ୪ର୍ଥ ସ୍ଥାନରେ ରହିଛି।

Related story