ଏଚ୍‌ଆଇଏଲ୍‌: ଆସନ୍ତାକାଲି ପଞ୍ଜାବ ୱାରିୟର୍ସକୁ ଭେଟିବ କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି ପଞ୍ଜାବ ୱାରିୟର୍ସକୁ ଭେଟିବ କଳିଙ୍ଗ ଲାନସର୍ସ। ଭୁବନେଶ୍ୱରରେ ଏହି ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ଲିଗ୍‌ରେ କଳିଙ୍ଗ ଲାନସର୍ସ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ସାରିଛି। ଏଥିରୁ ଦଳ ୩ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବ ୱାରିୟର୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ହାରିଛି। ଗତକାଲି ରାଞ୍ଚି ରାଜ୍‌କୁ ୭-୦ରେ […]

kalinga

kalinga

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 11:07 AM IST

Sports

Latest News

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି ପଞ୍ଜାବ ୱାରିୟର୍ସକୁ ଭେଟିବ କଳିଙ୍ଗ ଲାନସର୍ସ। ଭୁବନେଶ୍ୱରରେ ଏହି ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ଏହି ଲିଗ୍‌ରେ କଳିଙ୍ଗ ଲାନସର୍ସ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ସାରିଛି। ଏଥିରୁ ଦଳ ୩ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବ ୱାରିୟର୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ହାରିଛି। ଗତକାଲି ରାଞ୍ଚି ରାଜ୍‌କୁ ୭-୦ରେ ହରାଇ ପଞ୍ଜାବ ପ୍ରଥମ ବିଜୟ ହାସଲ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ୪-୧୦ରେ ଦବଙ୍ଗ ମୁମ୍ବାଇଠାରୁ ହାରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story