ବିଶ୍ୱକପ୍ ହକି -୨୦୨୩ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଓଡ଼ିଶାରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ପାଇଁ ଆଜି ଲୋଗୋ ଉନ୍ମୋଚିତ ହୋଇଛି । ଭୁବନେଶ୍ୱରର କଳଙ୍ଗ ଷ୍ଟାଡ଼ିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି । ୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଏହି ପୁରୁଷ ବିଶ୍ୱକପ୍ ହକି ମ୍ୟାଚ୍ ଖେଳାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ଏଫଆଇଏଚ ହକି ପୁରୁଷ […]

Hockey

Hockey

Ordigital Desk
  • Published: Thursday, 14 April 2022
  • Updated: 14 April 2022, 10:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଓଡ଼ିଶାରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ପାଇଁ ଆଜି ଲୋଗୋ ଉନ୍ମୋଚିତ ହୋଇଛି । ଭୁବନେଶ୍ୱରର କଳଙ୍ଗ ଷ୍ଟାଡ଼ିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି । ୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଏହି ପୁରୁଷ ବିଶ୍ୱକପ୍ ହକି ମ୍ୟାଚ୍ ଖେଳାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ଏଫଆଇଏଚ ହକି ପୁରୁଷ ବିଶ୍ୱକପ୍ ଲୋଗୋକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉନ୍ମୋଚନ କରି ସେ ଗର୍ବିତ ଓ ଆନନ୍ଦିତ । ୨୦୧୮ ମସିହାରେ ପୁରୁଷ ବିଶ୍ୱକପ୍ ହକିକୁ ସଫଳତା ସହ ଓଡ଼ିଶା ଆୟୋଜନ କରିଥିଲା । ଏହି ବିଶ୍ୱକପ୍ ହକି ମ୍ୟାଚରେ ସାମିଲ ହେବାକୁ ଥିବା ଆନ୍ତର୍ଜାତିକ ହକି ଖେଳାଳୀ ଓ ଫ୍ୟାନମାନଙ୍କୁ ସ୍ୱାଗତ କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି ।

ସୂଚନାଯୋଗ୍ୟ, ୨୦୧୮ ମସିହା ବିଶ୍ୱକପ୍ ପୁରୁଷ ହକି ମ୍ୟାଚ୍ କେବଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବାବେଳେ ଆସନ୍ତା ବର୍ଷ ହକି ମ୍ୟାଚ୍ ରାଉରକେଲାରେ ମଧ୍ୟ ଖେଳାଯିବ । ରାଉରକେଲାରେ ପ୍ରାୟ ୨୦ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଦେଶର ସର୍ବବୃହତ୍ ହକି ଷ୍ଟାଡ଼ିୟମ ନିର୍ମାଣ କରାଯାଉଛି ।

ଆଜିର ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆର କର୍ମକର୍ତ୍ତାମାନଙ୍କ ସମେତ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରୋମୋସନ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story