ପଡ଼ିଆ ମଝିରେ ଖଲୀଲ ଅହମ୍ମଦଙ୍କୁ ଗାଳିଦେଲେ ଧୋନି, ଦେଖନ୍ତୁ ଭିଡିଓ

ଆଡେଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଦିନିକିଆରେ ମହେନ୍ଦ୍ର ସିଂହ ଧୋନି ଉଭୟ ବ୍ୟାଟିଂ ଏବଂ କିପିଂରେ ସମସ୍ତଙ୍କ ମନ ଜିଣିଥିଲେ। ଧୋନିଙ୍କ ଅପରାଜିତ ୫୫ ରନ୍‌ ବଳରେ ଭାରତ କେବଳ ମ୍ୟାଚ୍‌ ଜିତି ନାହିଁ ବରଂ ୩ଟିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି। କିନ୍ତୁ ଏହି ମ୍ୟାଚ୍‌ରେ ଧୋନି ଓ ଯୁବ ତାରକା ଖଲୀଲ ଅହମ୍ମଦଙ୍କ ମଧ୍ୟରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ […]

rrr

rrr

Hemant Lenka
  • Published: Wednesday, 16 January 2019
  • Updated: 16 January 2019, 07:45 PM IST

Sports

Latest News

ଆଡେଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଦିନିକିଆରେ ମହେନ୍ଦ୍ର ସିଂହ ଧୋନି ଉଭୟ ବ୍ୟାଟିଂ ଏବଂ କିପିଂରେ ସମସ୍ତଙ୍କ ମନ ଜିଣିଥିଲେ। ଧୋନିଙ୍କ ଅପରାଜିତ ୫୫ ରନ୍‌ ବଳରେ ଭାରତ କେବଳ ମ୍ୟାଚ୍‌ ଜିତି ନାହିଁ ବରଂ ୩ଟିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି।

କିନ୍ତୁ ଏହି ମ୍ୟାଚ୍‌ରେ ଧୋନି ଓ ଯୁବ ତାରକା ଖଲୀଲ ଅହମ୍ମଦଙ୍କ ମଧ୍ୟରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଧୋନି ବ୍ୟାଟିଂ କରିବା ସମୟରେ ପଡ଼ିଆକୁ ପାଣି ନେଇ ଆସିଥିବା ଖଲୀଲ ଅହମ୍ମଦଙ୍କୁ ଗାଳି ଦେଉଥିବା ଦୃଶ୍ୟ ରହିଛି।

ଭାରତୀୟ ପାଳିର ୪୪ତମ ଓଭର୍‌ରେ ଧୋନି ବ୍ୟାଟିଂ କରିଥିଲେ। ଓଭର୍‌ ସରିବା ପରେ ଖଲୀଲ ଅହମ୍ମଦ ଓ ୟୁଜବେନ୍ଦର ଚହଲ ବ୍ୟାଟିଂ କରୁଥିବା ଧୋନି ଏବଂ ଦୀନେଶ କାର୍ତ୍ତିକଙ୍କ ପାଇଁ ପାଣି ନେଇ ପଡ଼ିଆକୁ ଆସିଥିଲେ। ଏହି ସମୟରେ ଖଲୀଲ ଅହମ୍ମଦ ଭୁଲବଶତଃ ପିଚ୍‌ର ମଝିରେ ଦୌଡ଼ି ଦୌଡ଼ି ଧୋନିଙ୍କ ପାଖକୁ ପାଣି ନେଇ ଆସିଥିଲେ। ଏହା ଦେଖି ସର୍ବଦା କୁଲ୍‌ ରହୁଥିବା ଧୋନି ତୁରନ୍ତ ଖଲୀଲଙ୍କୁ ଗାଳି କରିବା ସହ ବୁଲି କି ଆସିବା ଦରକାର ବୋଲି କହିଥିଲେ। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଟି-୨୦ରେ ମଧ୍ୟ ଧୋନି ବ୍ୟାଟିଂ କରିବା ବେଳେ ମନୀଷ ପାଣ୍ଡେଙ୍କୁ ଗାଳି କରିବା ସହ ନାଲି ଆଖି ଦେଖାଇଥିଲେ।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story