ଟେଷ୍ଟ ଫର୍ମାଟରେ ମୁଁ ଦୃଢ଼: ଇଶାନ୍ତ

କାନ୍‌ବେରା: “ଚଳିତ ବର୍ଷ ମୁଁ ଦିନିକିଆ ଓ ଟି-୨୦ ଫର୍ମାଟରେ ସେପରି ଆଖିଦୃଶିଆ ପ୍ରଦର୍ଶନ କରି ନାହିଁ। ମୁଁ ଏହାକୁ ମାନୁଛି। କିନ୍ତୁ ଟେଷ୍ଟ ଫର୍ମାଟରେ ମୁଁ ଦୃଢ଼।” ବୁଧବାର ଏହା କହିଛନ୍ତି ଭାରତର ଫାଷ୍ଟ ବୋଲର ଇଶାନ୍ତ ଶର୍ମା। ଚଳିତ ମାସ ୨୧ ତାରିଖରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ। ନବନିଯୁକ୍ତ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ତତ୍ତ୍ୱାବଧାନରେ ତଥା ଯୁବ ଖେଳାଳି ବିରାଟ କୋହଲିଙ୍କ ନେତୃତ୍ୱରେ ୧୮ […]

isant sharma

isant sharma

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 05:49 PM IST

Sports

Latest News

କାନ୍‌ବେରା: “ଚଳିତ ବର୍ଷ ମୁଁ ଦିନିକିଆ ଓ ଟି-୨୦ ଫର୍ମାଟରେ ସେପରି ଆଖିଦୃଶିଆ ପ୍ରଦର୍ଶନ କରି ନାହିଁ। ମୁଁ ଏହାକୁ ମାନୁଛି। କିନ୍ତୁ ଟେଷ୍ଟ ଫର୍ମାଟରେ ମୁଁ ଦୃଢ଼।” ବୁଧବାର ଏହା କହିଛନ୍ତି ଭାରତର ଫାଷ୍ଟ ବୋଲର ଇଶାନ୍ତ ଶର୍ମା।

ଚଳିତ ମାସ ୨୧ ତାରିଖରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ। ନବନିଯୁକ୍ତ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ତତ୍ତ୍ୱାବଧାନରେ ତଥା ଯୁବ ଖେଳାଳି ବିରାଟ କୋହଲିଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ଦଳରେ ଇଶାନ୍ତ ସ୍ଥାନ ପାଇଛନ୍ତି। ସିରିଜ୍‌ରେ ଭଲ ପ୍ରଦର୍ଶନ କରି ଆଗାମୀ ସିରିଜ୍ ପାଇଁ ନିଜ ସ୍ଥାନ ପକ୍କା କରିବାକୁ ସେ ଚେଷ୍ଟା କରିବେ।

ସେ କହିଛନ୍ତି,“ବିଦେଶ ପଡିଆରେ ମୋର ବୋଲିଂ ଭଲ ହୁଏ। ମୁଁ ଭଲ ବାଉନ୍ସ ବଲ ପକାଇ ବିପକ୍ଷ ବ୍ୟାଟ୍ସମ୍ୟାନକୁ ଘାବରେଇ ଦିଏ। ଭୁବନେଶ୍ୱର କୁମାର ତାଙ୍କ ସ୍ୱିଂ ‍ବୋଲିଂ ପାଇଁ ଯେମିତି ଦଳରେ ପରିଚିତ ମୁଁ ସେପରି ବାଉନ୍ସ ବଲ ପାଇଁ ପରିଚିତ। ଏହା ମତେ ନିଶ୍ଚିତ ସହାୟକ ହେବ। ମୁଁ ଏଥିରେ ଦୃଢ଼ ତେଣୁ ମତେ କିଛି ସମସ୍ୟା ହେବ ନାହିଁ।”

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ ଆଣ୍ଟିଗୁଆରେ ୨୧ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ। ଦ୍ୱିତୀୟ ଟେଷ୍ଟ ଜାମାଇକାରେ ୩୦ ଜୁଲାଇରୁ ଅଗଷ୍ଟ ୩ ତାରିଖ ଯାଏଁ ଖେଳାଯିବା ଥିବା ବେଳେ ତୃତୀୟ ଟେଷ୍ଟ ସେଣ୍ଟ ଲୁସିଆରେ ଅଗଷ୍ଟ ୯ ତାରିଖରୁ ୧୩ ତାରିଖ ଯାଏଁ ଓ ଚତୁର୍ଥ ଟେଷ୍ଟ ତ୍ରିନିଦାଦ୍‌ରେ ୧୮ ଅଗଷ୍ଟରୁ ୨୨ ଅଗଷ୍ଟ ଯାଏ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story