ଏବେ ଗେଲ୍‌ଙ୍କ "ୟୁନିଭର୍ସାଲ୍ ବସ୍" ଲୋଗୋ ବି ହଟିବ

ଲଣ୍ଡନ: ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଏବେ ଆଇସିସି ୱେଷ୍ଟଇଣ୍ଡିଜର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଧୋନିଙ୍କ ୱିକେଟ୍ କିପିଙ୍ଗ୍ ଗ୍ଲୋଭସରେ ଥିବା ବଳିଦାନ ଚିହ୍ନକୁ ହଟାଇବା ଆଇସିସି ଅନୁରୋଧ କରିଥିଲା। ଏବେ ଆଇସିସି ଗେଲଙ୍କ ବ୍ୟାଟରେ ଲାଗିଥିବା “ୟୁନିଭର୍ସାଲ୍ ବସ୍” ଲୋଗୋକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଉଭୟ ମାମଲାରେ ଉପକରଣ ବ୍ୟବହାରରେ ନିୟମ ଉଲ୍ଲଙ୍ଘନ ହୋଇଥିବା ଆଇସିସି ପକ୍ଷରୁ କୁହାଯାଇଛି । ନିଜକୁ “ୟୁନିଭର୍ସାଲ୍ […]

gayle

gayle

Hemant Lenka
  • Published: Sunday, 09 June 2019
  • Updated: 09 June 2019, 08:40 PM IST

Sports

Latest News

ଲଣ୍ଡନ: ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଏବେ ଆଇସିସି ୱେଷ୍ଟଇଣ୍ଡିଜର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଧୋନିଙ୍କ ୱିକେଟ୍ କିପିଙ୍ଗ୍ ଗ୍ଲୋଭସରେ ଥିବା ବଳିଦାନ ଚିହ୍ନକୁ ହଟାଇବା ଆଇସିସି ଅନୁରୋଧ କରିଥିଲା।

ଏବେ ଆଇସିସି ଗେଲଙ୍କ ବ୍ୟାଟରେ ଲାଗିଥିବା "ୟୁନିଭର୍ସାଲ୍ ବସ୍" ଲୋଗୋକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଉଭୟ ମାମଲାରେ ଉପକରଣ ବ୍ୟବହାରରେ ନିୟମ ଉଲ୍ଲଙ୍ଘନ ହୋଇଥିବା ଆଇସିସି ପକ୍ଷରୁ କୁହାଯାଇଛି । ନିଜକୁ "ୟୁନିଭର୍ସାଲ୍ ବସ୍" କହୁଥିବା ଗେଲ୍ ଆଇସିସିକୁ ନିଜ ବ୍ୟାଟରେ ଏହାର ବ୍ୟବହାର ପାଇଁ ଅନୁମତି ମାଗିଥିଲେ।

କିନ୍ତୁ ତାଙ୍କୁ ଆଇସିସି ପକ୍ଷରୁ ସୂଚିତ କରାଯାଇଛି ଯେ, କୌଣସି ବ୍ୟକ୍ତିଗତ ବାର୍ତ୍ତା ପାଇଁ କୌଣସି କପଡ଼ା କିମ୍ବା ଖେଳର ଉପକରଣ ବ୍ୟବହାର କରିପାରିବେ ନାହିଁ । ଫଳସ୍ୱରୂପ ଗେଲ୍ ଏବେ ନିଜ ବ୍ୟାଟରେ ଆଉ "ୟୁନିଭର୍ସାଲ୍ ବସ୍" ଲୋଗୋର ବ୍ୟବହାର କରିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story