ପୁଣି ଥରେ ୬ଟି ଛକା ମାରିବାକୁ ଚାହାଁନ୍ତି ଯୁବରାଜ

ମୋହାଲି: କ୍ୟାନ୍‌ସର ଉପରେ ବିଜୟ ପାଇଥିବା ତଥା ୨୦୧୧ ବିଶ୍ୱକପ୍‌ର ହିରୋ ବିସ୍ଫୋରକ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ୧୭ ଜଣ କିଶୋର ଖେଳାଳିଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି। ସେମାନଙ୍କ ମଧ୍ୟରେ କର୍କଟ ରୋଗରେ ପିଡିତ ଜଣେ ବାଳକ ରହିଛନ୍ତି। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସେ କ୍ରିକେଟ ଓ ଜୀବନ ସମ୍ପର୍କିତ କିଛି ଟିପ୍ସ ଦେଇଥିଲେ। ଗତକାଲି ରାତିରେ ୭ରୁ ୮ବର୍ଷର କିଶୋରଙ୍କ ସହ ଆଲୋଚନା କରିଥିଲେ ଯୁବି। ଆଇପିଏଲ୍‌ର ନବମ […]

Yuvraj

Yuvraj

Rakesh Mallick
  • Published: Monday, 16 May 2016
  • Updated: 16 May 2016, 12:56 PM IST

Sports

Latest News

ମୋହାଲି: କ୍ୟାନ୍‌ସର ଉପରେ ବିଜୟ ପାଇଥିବା ତଥା ୨୦୧୧ ବିଶ୍ୱକପ୍‌ର ହିରୋ ବିସ୍ଫୋରକ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ ୧୭ ଜଣ କିଶୋର ଖେଳାଳିଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି। ସେମାନଙ୍କ ମଧ୍ୟରେ କର୍କଟ ରୋଗରେ ପିଡିତ ଜଣେ ବାଳକ ରହିଛନ୍ତି। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସେ କ୍ରିକେଟ ଓ ଜୀବନ ସମ୍ପର୍କିତ କିଛି ଟିପ୍ସ ଦେଇଥିଲେ। ଗତକାଲି ରାତିରେ ୭ରୁ ୮ବର୍ଷର କିଶୋରଙ୍କ ସହ ଆଲୋଚନା କରିଥିଲେ ଯୁବି।

ଆଇପିଏଲ୍‌ର ନବମ ସଂସ୍କରଣରେ ଗତକାଲି କିଙ୍ଗସ ଏକାଦଶ ପଞ୍ଜାବକୁ ୭ ୱିକେଟରେ ହରାଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ୍। ଏହି ମ୍ୟାଚ୍‌ରେ ଯୁବି ୨୪ ବଲରୁ ଅପରାଜିତ ୪୨ ରନ୍ କରି ଦଳକୁ ବିଜୟ ଆଣି ଦେଇଥିଲେ।

୩୪ ବର୍ଷୀୟ ଯୁବି ଦୀର୍ଘ ସମୟ ଧରି କିଶୋରମାନଙ୍କ ସମୟ ଅତିବାହିତ କରିଥିଲେ। ଏହି ସମୟରେ ଯୁବି କହିଥିଲେ,“ତୁମେ ମାନେ ମୋ ପାଇଁ ପ୍ରର୍ଥନା କର,ମୁଁ ନିଶ୍ଚିତ ଭାବେ ପୁଣି ଥରେ ୬ଟି ଛକା ମାରିବି। ୬ଟି ଛକା ମାରିବାର ବହୁବର୍ଷ ବିତିଗଲାଣି ତେଣୁ ପୁଣି ଏଭଳି ଏକ କାରାନାମାର ଆବଶ୍ୟକତା ରହିଛି।”

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଡ ବ୍ରଡଙ୍କ ଓଭରରେ ଯୁବି ୬ଟି ଛକା ମାରି କ୍ରିକେଟରେ ହଇଚଇ ସୃଷ୍ଟି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story