ୱେଟ୍ ଲିଫ୍ଟିଂରେ ଭେଙ୍କଟ ରାହୁଲ ଦେଲେ ସ୍ୱର୍ଣ୍ଣ: 6ରେ ପହଞ୍ଚିଲା ଭାରତର ପଦକ ସଂଖ୍ୟା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୱେଟ୍ ଲିଫ୍ଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୮୫ କେଜି ବର୍ଗରେ ଭେଙ୍କଟ ରାହୁଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଆଗରୁ ୭୭ କେ.ଜି ପୁରୁଷ ଭାରୋତ୍ତୋଳନରେ ସତୀଶ ଶିବଲିଙ୍ଗମ୍ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଥିଲେ। ଏହାକୁ ମିଶାଇ ଭାରତକୁ ୪ଟି ସ୍ୱର୍ଣ୍ଣ ସହିତ ୬ଟି ପଦକ ମିଳିଛି।  ସେପଟେ ଭାରତ-ପାକିସ୍ତାନ ହକି ମ୍ୟାଚ ଡ୍ର ରହିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ୨ଟି ଲେଖାଏଁ  ଗୋଲ ସ୍କୋର କରିଥିଲେ। […]

i

Rakesh Mallick
  • Published: Saturday, 07 April 2018
  • , Updated: 07 April 2018, 05:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୱେଟ୍ ଲିଫ୍ଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୮୫ କେଜି ବର୍ଗରେ ଭେଙ୍କଟ ରାହୁଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଆଗରୁ ୭୭ କେ.ଜି ପୁରୁଷ ଭାରୋତ୍ତୋଳନରେ ସତୀଶ ଶିବଲିଙ୍ଗମ୍ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଥିଲେ। ଏହାକୁ ମିଶାଇ ଭାରତକୁ ୪ଟି ସ୍ୱର୍ଣ୍ଣ ସହିତ ୬ଟି ପଦକ ମିଳିଛି।  ସେପଟେ ଭାରତ-ପାକିସ୍ତାନ ହକି ମ୍ୟାଚ ଡ୍ର ରହିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ୨ଟି ଲେଖାଏଁ  ଗୋଲ ସ୍କୋର କରିଥିଲେ। ୨-୧ରେ ଭାରତ ଆଗୁଆ ଥିବା ବେଳେ ଶେଷ ମୁହୂର୍ତ୍ତରେ ପାକିସ୍ତାନ ଗୋଲ୍ କରି ମ୍ୟାଚକୁ ଡ୍ର ରଖିଥିଲା।

Related story