ଅଣ୍ଡର୍‌-୧୯ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ଭାରତର ବୃହତ ବିଜୟ

ପ୍ରିଟୋରିଆ: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ଭାରତ ତା’ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୨୧୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା। ଦଳ ପକ୍ଷରୁ ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୬୯ ରନ୍ କରିଥିବା ବେଳେ ତିଳକ ବର୍ମା ୫୫, କ୍ୟାପଟେନ୍ ପ୍ରିୟମ୍ ଗର୍ଗ ୩୬, ଧ୍ରୁବ ଜୁରେଲ୍ ୨୧, ଅଥର୍ବ ଅଙ୍କୋଲେକର ୧୮ ରନ୍ କରି ଆଉଟ୍ ହୋଇଥିଲେ। […]

u-19

u-19

Ranjit Kumar Jena
  • Published: Sunday, 12 January 2020
  • Updated: 12 January 2020, 09:37 PM IST

Sports

Latest News

ପ୍ରିଟୋରିଆ: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ଭାରତ ତା'ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୨୧୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା।

ଦଳ ପକ୍ଷରୁ ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୬୯ ରନ୍ କରିଥିବା ବେଳେ ତିଳକ ବର୍ମା ୫୫, କ୍ୟାପଟେନ୍ ପ୍ରିୟମ୍ ଗର୍ଗ ୩୬, ଧ୍ରୁବ ଜୁରେଲ୍ ୨୧, ଅଥର୍ବ ଅଙ୍କୋଲେକର ୧୮ ରନ୍ କରି ଆଉଟ୍ ହୋଇଥିଲେ। ସିଦ୍ଦେଶ ହେଗଡେ ୨୫ ଓ ରବି ବିଷ୍ଣୋଇ ୧୨ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ଆବିଦ୍ ମହମ୍ମଦି ୩ଟି ଓ ଫଜଲ୍ ହକ୍ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଭାରତୀୟ ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ଆଫଗାନିସ୍ତାନ ଟିମ୍ ୧୭.୫ ଓଭରରେ ମାତ୍ର ୪୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଆଫଗାନିସ୍ତାନ ଦଳ ପକ୍ଷରୁ ମହମ୍ମଦ ଇଶାକ୍ ସର୍ବାଧିକ ୧୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗି ୩ଟି, ଆକାଶ ସିଂହ, ସୁଶ।।ନ୍ତ ମିଶ୍ର ଓ ହେଗଡେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story