ଭାରତ ଜିତିଲେ, ପାକ୍ ରେକର୍ଡ ସମକକ୍ଷ ହେବ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ହାରିବା ପରେ ଭାରତୀୟ ଟିମକୁ ସିରିଜ୍ ବଞ୍ଚାଇବା ପାଇଁ ଦ୍ୱିତୀୟ ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ଭାରତ ଦ୍ୱିତୀୟ ମ୍ୟାଚ୍ ଜିତିବାରେ ସଫଳ ହୁଏ, ତାହେଲେ ସିରିଜ୍ ବରାବର କରିନେବ। ଅଷ୍ଟ୍ରେଲିଆ ଭାରତ ସହ କେବେବି ଟି-୨୦ ସିରିଜ୍ ଜିତିନାହିଁ। ଏଭଳି ସ୍ଥିତିରେ ଭ୍ରମଣକାରୀ ଦଳ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି। ଭାରତ ପାଖରେ ମଧ୍ୟ ଇତିହାସ ରଚିବାର ସୁଯୋଗ ରହିଛି। ଭାରତ ଏପର୍ଯ୍ୟନ୍ତ ୧୧ ଟି-୨୦ […]

india

india

Subrat Kumar Nayak
  • Published: Tuesday, 26 February 2019
  • Updated: 26 February 2019, 06:18 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ହାରିବା ପରେ ଭାରତୀୟ ଟିମକୁ ସିରିଜ୍ ବଞ୍ଚାଇବା ପାଇଁ ଦ୍ୱିତୀୟ ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ଭାରତ ଦ୍ୱିତୀୟ ମ୍ୟାଚ୍ ଜିତିବାରେ ସଫଳ ହୁଏ, ତାହେଲେ ସିରିଜ୍ ବରାବର କରିନେବ। ଅଷ୍ଟ୍ରେଲିଆ ଭାରତ ସହ କେବେବି ଟି-୨୦ ସିରିଜ୍ ଜିତିନାହିଁ। ଏଭଳି ସ୍ଥିତିରେ ଭ୍ରମଣକାରୀ ଦଳ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି। ଭାରତ ପାଖରେ ମଧ୍ୟ ଇତିହାସ ରଚିବାର ସୁଯୋଗ ରହିଛି।

ଭାରତ ଏପର୍ଯ୍ୟନ୍ତ ୧୧ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇସାରିଛି । ଯଦି ଭାରତ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତେ, ତାହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ମ୍ୟାଚ୍ ଜିତିବାରେ ପାକିସ୍ତାନର ରେକର୍ଡ ସହ ସମକକ୍ଷ ହୋଇଯିବ। ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷ ୨୦ ଟି-୨୦ ମ୍ୟାଚ୍ ଖେଳି ୧୨ଟିରେ ବିଜୟୀ ହୋଇଛି । ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୧୯ ମ୍ୟାଚ୍ ଖେଳି ୧୧ ବିଜୟ ହାସଲ କରିଛି।

ସେହିପରି ପେସ୍ ବୋଲର ଜସପ୍ରୀତ ବୁମ୍ରାଙ୍କ ପାଖରେ ମଧ୍ୟ ରେକର୍ଡ କରିବାର ସୁଯୋଗ ରହିଛି। ବୁମ୍ରା ୪୧ ମ୍ୟାଚରେ ୫୧ ୱିକେଟ୍ ନେଇଛନ୍ତି । ଯଦି ବୁଧବାର ସେ ଆଉ ୨ ୱିକେଟ୍ ନିଅନ୍ତି, ତାହେଲେ ସେ ଭାରତର ସବୁଠାରୁ ସଫଳ ଟି-୨୦ ବୋଲର ହୋଇଯିବେ। ଭାରତୀୟ ବୋଲର ଭାବେ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ରବିଚନ୍ଦ୍ରନ୍ ଅଶ୍ୱିନ୍ (୪୬ ମ୍ୟାଚ୍, ୫୨ ୱିକେଟ୍)ଙ୍କ ନାମରେ ରହିଛି।

ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ୍ ଭାରତର ତୃତୀୟ ସଫଳ ବୋଲର ଭାବେ ୪୬ ୱିକେଟ୍ ନେଇଛନ୍ତି । ରୋହିତ ଶର୍ମା ଛକା ମାମଲାରେ ବିଶ୍ୱ ରେକର୍ଡ କରିପାରନ୍ତି । ରୋହିତ ବର୍ତ୍ତମାନ ୯୪ ମ୍ୟାଚରୁ ୧୦୨ ଛକା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ କ୍ରିସ୍ ଗେଲ୍ ଓ ମାର୍ଟିନ୍ ଗପ୍ଟିଲ (ଉଭୟେ ୧୦୩ ଛକା ମାରିଛନ୍ତି) ଅଛନ୍ତି। ଅଥାର୍ତ ରୋହିତ ଦୁଇଟି ଛକା ମାରିଲେ ନୂଆ ବିଶ୍ୱ ରେକର୍ଡ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story