ଚେନ୍ନାଇ ଟେଷ୍ଟ: ଇଂଲଣ୍ଡ ୨୮୪/୪

ଚେନ୍ନାଇ: ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ୫ମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍‌ ହରାଇ ୨୮୪ ରନ୍‌ ସଂଗ୍ରହ କରିଛି। ଏମ୍‌. ଅଲ୍ଲୀ ୧୨ ଚୌକା ସହାୟତାରେ ୧୨୦ ରନ୍‌ କରି ଅପରାଜିତ ଅଛନ୍ତି। ଅଧିନାୟକ ଏ. କୁକ୍‌ ୧୦ ଏବଂ ଜେ. ରୁଟ୍‌ ୮୮ ନ୍‌ କରି ଆଉଟ୍‌ ହୋଇଛନ୍ତି। ଭାରତ ପକ୍ଷା ରବୀନ୍ଦ୍ର ଜାଡେଜା ୩ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ […]

india-england

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 05:46 PM IST

ଚେନ୍ନାଇ: ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ୫ମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍‌ ହରାଇ ୨୮୪ ରନ୍‌ ସଂଗ୍ରହ କରିଛି। ଏମ୍‌. ଅଲ୍ଲୀ ୧୨ ଚୌକା ସହାୟତାରେ ୧୨୦ ରନ୍‌ କରି ଅପରାଜିତ ଅଛନ୍ତି। ଅଧିନାୟକ ଏ. କୁକ୍‌ ୧୦ ଏବଂ ଜେ. ରୁଟ୍‌ ୮୮ ନ୍‌ କରି ଆଉଟ୍‌ ହୋଇଛନ୍ତି।

ଭାରତ ପକ୍ଷା ରବୀନ୍ଦ୍ର ଜାଡେଜା ୩ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଆଜି ଟସ୍ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଭାରତ ୩-୦ରେ ଆଗୁଆ ରହି ସିରିଜ୍ ଜିତି ସାରିଛି। ପ୍ରଥମ ମ୍ୟାଚ୍‌ଟି ଡ୍ର’ ରହିଥିବା ବେଳେ ବାକି ତିନିଟି ମ୍ୟାଚ୍ ଲାଗ୍ ଲାଗ୍ ହାରିଥିଲା ଇଂଲଣ୍ଡ। ତେଣୁ ସମ୍ମାନ ବଞ୍ଚାଇବାକୁ ଅନ୍ତିମ ମ୍ୟାଚ୍‌କୁ ଇଂଲଣ୍ଡ ଜିତିବାକୁ ଚେଷ୍ଟା କରିବ ନ ହେଲେ ଡ୍ର’ ରଖିବାକୁ ଉଦ୍ୟମ କରିବ।

Related story