ଟ୍ରାକ୍‌ ଏସିଆ କପ୍‌: ୧୬ ପଦକ ସହ ଦ୍ୱିତୀୟରେ ଭାରତ, ଦେବରାହ ଜିତିଲେ ୩ଟି ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ସଦ୍ୟ ଶେଷ ହୋଇଥିବା ଟ୍ରାକ୍‌ ଏସିଆ କପ୍‌ରେ ଭାରତ ୧୬ଟି ମେଡାଲ ଜିତି ଦ୍ୱିତୀୟ ସ୍ଥାନ ମଧ୍ୟ ଅଧିକାର କରିଛି। ମୋଟ ୧୨ଟି ଇଭେଣ୍ଟରେ ଭାରତ ୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ଜିତିଛି। ବ୍ୟକ୍ତିଗତ ଭାବେ ଭାରତର ମହିଳା ଦୌଡରେ ଦେବରାହ ହେରୋଲ୍ଡ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହଂକଂ ହେଉଛି ପ୍ରଥମ ଦେଶ ଯିଏକି ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍ୱର୍ଣ୍ଣ ମେଡାଲ ଜିତିଛି। ହଂକଂ ମୋଟ ୧୧ଟି ସ୍ୱର୍ଣ୍ଣ, ୫ଟି […]

track-asia-cup-deborah-pti

track-asia-cup-deborah-pti

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 06:15 PM IST

Sports

Latest News

ନୂଆଦିଲ୍ଲୀ: ସଦ୍ୟ ଶେଷ ହୋଇଥିବା ଟ୍ରାକ୍‌ ଏସିଆ କପ୍‌ରେ ଭାରତ ୧୬ଟି ମେଡାଲ ଜିତି ଦ୍ୱିତୀୟ ସ୍ଥାନ ମଧ୍ୟ ଅଧିକାର କରିଛି। ମୋଟ ୧୨ଟି ଇଭେଣ୍ଟରେ ଭାରତ ୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ଜିତିଛି। ବ୍ୟକ୍ତିଗତ ଭାବେ ଭାରତର ମହିଳା ଦୌଡରେ ଦେବରାହ ହେରୋଲ୍ଡ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ହଂକଂ ହେଉଛି ପ୍ରଥମ ଦେଶ ଯିଏକି ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍ୱର୍ଣ୍ଣ ମେଡାଲ ଜିତିଛି। ହଂକଂ ମୋଟ ୧୧ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୩ଟି କାଂସ୍ୟ ଜିତିଛି। ସେହିପରି ମାଲେସିଆ ଭାରତ ପଛକୁ ରହି ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଜିତିଛି।

ଏହି ଟୁର୍ଣ୍ଣାମେଣ୍ଟରେ କାଜାଖସ୍ତାନ ୨ଟି, ତାଇୱାନ ୨ଟି ଓ ଇରାନ୍‌ ଗୋଟିଏ ପଦକ ଜିତିଥିବା ବେଳେ ମାକାଉ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା କୌଣସି ମେଡାଲ ଜିତିପାରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story