ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌: ମଙ୍ଗଳବାର ଭାରତ-ପାକ୍ ସେମି ଲଢ଼େଇ

ପୋଚେଫଷ୍ଟ୍ରୁମ୍‌: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ସେମିଫାଇନାଲ୍ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଏସିଆର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ଚାରିଥରର ବିଜେତା ଭାରତକୁ ଏହି ମ୍ୟାଚ୍ ପାଇଁ ଫେଭରିଟ୍ କୁହାଯାଉଥିଲେ ହେଁ, ଟିମ୍ ପାକିସ୍ତାନକୁ ଆଦୌ ହାଲୁକା ଭାବେ ନେବ ନାହିଁ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟରଫାଇନାଲରେ […]

ind-vs-pak

ind-vs-pak

Ranjit Kumar Jena
  • Published: Monday, 03 February 2020
  • Updated: 03 February 2020, 05:32 PM IST

Sports

Latest News

ପୋଚେଫଷ୍ଟ୍ରୁମ୍‌: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ସେମିଫାଇନାଲ୍ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଏସିଆର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ଚାରିଥରର ବିଜେତା ଭାରତକୁ ଏହି ମ୍ୟାଚ୍ ପାଇଁ ଫେଭରିଟ୍ କୁହାଯାଉଥିଲେ ହେଁ, ଟିମ୍ ପାକିସ୍ତାନକୁ ଆଦୌ ହାଲୁକା ଭାବେ ନେବ ନାହିଁ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ପାକିସ୍ତାନ ପଡ଼ୋଶୀ ଦେଶ ଆଫଗାନିସ୍ତାନକୁ ପରାସ୍ତ କରିଥିଲା।

ପାକିସ୍ତାନ କ୍ୟାପଟେନ୍ ରୋହେଲ୍ ନାଜିନର ଏହି ମ୍ୟାଚକୁ ନେଇ କହିଛନ୍ତି, "ଭାରତ-ପାକିସ୍ତାନ ଲଢ଼େଇ ସବୁଠାରୁ ଅଧିକ ଚାପ ମୁକାବିଲା। ଏଥିରେ ଉଭୟ ଦଳର ଖେଳାଳିଙ୍କର ଅସଲ ପରୀକ୍ଷା ଦେଖିବାକୁ ମିଳିବ। ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ରାତାରାତି ଷ୍ଟାର୍ ହୋଇଯିବ ଏବଂ ଖରାପ ଖେଳିବେ ଖଳନାୟକ ମଧ୍ୟ ହେବ।"

ଭାରତୀୟ ଯୁବ ଟିମ୍ ଶେଷଥର ପାଇଁ ପାକିସ୍ତାନକୁ ଗତବର୍ଷ ଏସିଆ କପରେ ହରାଇଥିଲା ଏବଂ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ମଧ୍ୟ ହୋଇଥିଲା। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ୨୦୧୮ ବିଶ୍ୱକପର ସେମିଫାଇନାଲରେ ମଧ୍ୟ ପାକିସ୍ତାନକୁ ଭେଟିଥିଲା। ଭାରତ ଏହି ମୁକାବିଲାକୁ ଏକତରଫା ଭାବେ ୨୦୩ ରନରେ ଜିତି ନେଇଥିଲା। ଅଣ୍ଡର୍‌-୧୯ ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ୯ଥର ଭେଟିଛନ୍ତି, ଯେଉଁଥିରେ ପାକିସ୍ତାନ ୫ଥର ଏବଂ ଭାରତ ୪ଥର ବିଜୟୀ ହୋଇଛନ୍ତି। ତେଣୁ ବିଶ୍ୱକପରେ ରେକର୍ଡ ପାକିସ୍ତାନ ସପକ୍ଷରେ ରହିଛି। ଭାରତୀୟ କ୍ୟାପଟେନ୍ ପ୍ରିୟମ ଗର୍ଗ ଆଦୌ ଇତିହାସକୁ ଯିବା ପାଇଁ ଚାହିଁବେ ନାହିଁ। ପାକିସ୍ତାନ ଭଳି ଟିମକୁ ହରାଇବାକୁ ହେଲେ ଭାରତକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

ଭାରତର ବ୍ୟାଟିଂ ବିଭାଗ ବେଶ୍ ମଜଭୁତ୍। ଓପ୍ନର ଯଶସ୍ୱୀ ଜୈସୱାଲ୍ ଭାରତୀୟ ବ୍ୟାଟିଂର ମୁଖ୍ୟ ଅସ୍ତ୍ର, ଯିଏ ୪ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ ସହ ୨୦୭ ରନ୍ କରିଛନ୍ତି। କିନ୍ତୁ ବାକି ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନରେ ସେଭଳି ସ୍ଥିରତା ଦେଖିବାକୁ ମିଳିନାହିଁ। ଯଦି କ୍ୱାର୍ଟରଫାଇନାଲରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ରନ୍ କରିନଥାନ୍ତେ, ତାହେଲେ ଫଳାଫଳ ହୁଏତ ଭାରତ ସପକ୍ଷରେ ଯାଇନଥାନ୍ତା।

ପେସ୍ ବୋଲର କାର୍ତ୍ତିକ ତ୍ୟାଗୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅର୍ଥବ ଅଙ୍କୋଲେକର ଓ ଫର୍ମରେ ଥିବା ଲେଗ୍ ସ୍ପିନର୍ ରବି ବିଶ୍ନୋଇ ସପ୍ତମ ୱିକେଟ୍ ୬୧ ରନର ଭାଗୀଦାରୀ କରିଥିଲେ, ଯାହା ବଳରେ ଭାରତ ବିଜୟ ହାସଲ କରିପାରିଥିଲା। ପାକିସ୍ତାନ ପେସ୍ ବୋଲର ଆବାସ ଆଫ୍ରିଦି, ମହମ୍ମଦ ଆମୀର ଖାନ୍ ଓ ତାହିର୍ ହୁସେନଙ୍କୁ ଖେଳିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସହଜ ହେବ ନାହିଁ। ଓପନିଂ ବ୍ୟାଟ୍ସମ୍ୟାନ୍ ହୁରେରା ଆଫଗାନିସ୍ତାନ ବିପକ୍ଷ କ୍ୱାର୍ଟରଫାଇନାଲରେ ୬୪ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ତେଣୁ ସେମିଫାଇନାଲରେ ପାକିସ୍ତାନ ବୋଲିଂ ବନାମ ଭାରତୀୟ ବ୍ୟାଟିଂର ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story