ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

କୋଲକାତା: ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ଭାରତର ଅଧିନାୟକ ବିରାଟ କୋହିଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଦୁଇଟି ପରିବର୍ତ୍ତନ ସହ ଭାରତ ମ୍ୟାଚ୍‌କୁ ଓହ୍ଲାଇଛି। ଆହତ ଲୋକେଶ ରାହୁଲଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଉମେଶ ଯାଦବଙ୍କ ସ୍ଥାନରେ ପ୍ଲେଇଙ୍ଗ ଇଲେଭେନରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇଛି। କାନ୍‌ପୁର ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୯୭ ରନ୍‌ରେ ଭାରତ ପରାଜିତ […]

India v New Zealand - Second Test cricket match

Rakesh Mallick
  • Published: Friday, 30 September 2016
  • Updated: 30 September 2016, 10:59 AM IST

Sports

Latest News

କୋଲକାତା: ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ଭାରତର ଅଧିନାୟକ ବିରାଟ କୋହିଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଦୁଇଟି ପରିବର୍ତ୍ତନ ସହ ଭାରତ ମ୍ୟାଚ୍‌କୁ ଓହ୍ଲାଇଛି। ଆହତ ଲୋକେଶ ରାହୁଲଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଉମେଶ ଯାଦବଙ୍କ ସ୍ଥାନରେ ପ୍ଲେଇଙ୍ଗ ଇଲେଭେନରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇଛି।

କାନ୍‌ପୁର ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୯୭ ରନ୍‌ରେ ଭାରତ ପରାଜିତ କରି ସିରିଜ୍‌କୁ ୧-୦ରେ ଆଗୁଆ ରଖିଛି। ଇଡେନ୍‌ ମ୍ୟାଚ୍‌ ଜିତି ସିରିଜ୍‌ ଜିତିବାକୁ ଦଳ ଆଶା ରଖିଛି। ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା ଗୌତମ ଗମ୍ଭୀର ଏହି ମ୍ୟାଚ୍‌ରେ ସୁଯୋଗ ପାଇବେ ବୋଲି ଆଶା କରାଯାଉଥିଲା, ହେଲେ ତାଙ୍କୁ ସୁଯୋଗ ମିଳିନାହିଁ।

ସେହିପରି ନ୍ୟୁଜିଲାଣ୍ଡ ଦଳ ୩ଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି। କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଇଶ ଶୋଧୀ, ମାର୍କ କ୍ରାଗୀଙ୍କ ସ୍ଥାନରେ ହେନେରୀ ନିକୋଲାସ୍‌, ମାଟ୍‌ ହେନେରୀ ଓ ଜିତନ୍‌ ପଟେଲଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story