ଇଣ୍ଡିଆ ଓପନ: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ଓ ଶ୍ରୀକାନ୍ତ

ନୂଆଦିଲ୍ଲୀ: ପୂର୍ବତନ ଚାମ୍ପିଅନ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଚଳିତ ଇଣ୍ଡିଆ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗତ ଦୁଇଟି ସଂସ୍କରଣର ଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ପ୍ରଥମ ରାଉଣ୍ଡରେ ଭାରତର ମୁଗଧା ଆଗ୍ରେଙ୍କୁ ୨୧-୮, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ହଂକଂର ଡ୍ୟାଙ୍ଗ ଜାଇ ଶୁଆନଙ୍କୁ ଭେଟିବେ, ଯିଏ ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଲେନି ଆଲେକଜାଣ୍ଡ୍ରାଙ୍କୁ ସିଧାସଳଖ ୨୧-୧୨, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ସେହିପରି ୨୦୧୫ ବିଜେତା […]

sindhu

sindhu

Ranjit Kumar Jena
  • Published: Wednesday, 27 March 2019
  • Updated: 27 March 2019, 08:58 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଚାମ୍ପିଅନ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଚଳିତ ଇଣ୍ଡିଆ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗତ ଦୁଇଟି ସଂସ୍କରଣର ଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ପ୍ରଥମ ରାଉଣ୍ଡରେ ଭାରତର ମୁଗଧା ଆଗ୍ରେଙ୍କୁ ୨୧-୮, ୨୧-୧୩ ଗେମରେ ପରାସ୍ତ କରିଛନ୍ତି।

ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ହଂକଂର ଡ୍ୟାଙ୍ଗ ଜାଇ ଶୁଆନଙ୍କୁ ଭେଟିବେ, ଯିଏ ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଲେନି ଆଲେକଜାଣ୍ଡ୍ରାଙ୍କୁ ସିଧାସଳଖ ୨୧-୧୨, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ସେହିପରି ୨୦୧୫ ବିଜେତା ଶ୍ରୀକାନ୍ତ ହଂକଂର ୱଙ୍ଗ ୱିଙ୍ଗ କି ଭିନସେଣ୍ଟଙ୍କୁ ୨୧-୧୬, ୧୮-୨୧, ୨୧-୧୯ ଗେମରେ ହରାଇଛନ୍ତି।

ଭାରତର ଅନ୍ୟତମ ତାରକା ଏଚଏସ୍ ପ୍ରଣୟ ମଧ୍ୟ ବିଜୟ ସହ ଶୁଭାରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ଥାଇଲ୍ୟାଣ୍ଡର ଅଷ୍ଟମ ସିଡ କାନ୍ତାଫୋନ୍ ୱାଙ୍ଗଚାରୋନଙ୍କୁ ୧୪-୨୧, ୨୧-୧୮, ୨୧-୧୪ ଗେମରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ସ୍ୱିସ ଓପନ ଫାଇନାଲିଷ୍ଟ ବି ସାଇ ପ୍ରଣୀତ ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡରେ ନିଜ ଦେଶର କାର୍ତ୍ତିକେ ଗୁଲଶନ କୁମାରଙ୍କୁ ୨୨-୨୪, ୨୧-୧୩, ୨୧-୮ ଗେମରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସେହିପରି ଭାରତର ଶୁଭଙ୍କର ଦେ ପ୍ରଥମ ରାଉଣ୍ଡରେ ବିଶ୍ୱର ୯ ନମ୍ବର ଖେଳାଳି ଇଣ୍ଡିନେସିଆର ଟମି ସୁଗିଆର୍ତୋଙ୍କୁ ୧୪-୨୨, ୨୨-୨୦, ୨୧-୧୧ ଗେମରେ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି। ଅନ୍ୟପକ୍ଷରେ ଅଜୟ ଜୟରାମ ପ୍ରଥମ ରାଉଣ୍ଡରେ ୱାଙ୍ଗ ଜୁ ୱେଇଙ୍କ ନିକଟରୁ ୨୧-୧୫, ୨୧-୧୮ ଗେମରେ ହାରି ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story