ଡିସେମ୍ବର ୧ରୁ କବାଡି ବିଶ୍ୱକପ୍

ଚଣ୍ଡୀଗଡ଼: ପଞ୍ଜାବ ସରକାରଙ୍କ ପକ୍ଷରୁ କବାଡି ବିଶ୍ୱକପ୍ ଚଳିତ ବର୍ଷ ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶିଖ୍ ଗୁରୁ ଗୁରୁନାନକ ଦେବଙ୍କ ଜୀ’ଙ୍କର ୫୫୦ତମ ଜୟନ୍ତୀକୁ ସମର୍ପିତ କରାଯିବ।” ବିଶ୍ୱକପରେ ମୋଟ ୯ଟି ଦଳ ଯଥା- ଆୟୋଜକ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, କେନିୟା, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ […]

kabaddi

kabaddi

Ranjit Kumar Jena
  • Published: Wednesday, 13 November 2019
  • Updated: 13 November 2019, 08:56 PM IST

Sports

Latest News

ଚଣ୍ଡୀଗଡ଼: ପଞ୍ଜାବ ସରକାରଙ୍କ ପକ୍ଷରୁ କବାଡି ବିଶ୍ୱକପ୍ ଚଳିତ ବର୍ଷ ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, "ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶିଖ୍ ଗୁରୁ ଗୁରୁନାନକ ଦେବଙ୍କ ଜୀ'ଙ୍କର ୫୫୦ତମ ଜୟନ୍ତୀକୁ ସମର୍ପିତ କରାଯିବ।"

ବିଶ୍ୱକପରେ ମୋଟ ୯ଟି ଦଳ ଯଥା- ଆୟୋଜକ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, କେନିୟା, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ କ୍ୟାନାଡ଼ା ଭାଗ ନେବାର ଯୋଜନା ରହିଛି। ତେବେ ପାକିସ୍ତାନ ଓ କ୍ୟାନାଡା ଟିମକୁ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ତରଫରୁ ସ୍ୱୀକୃତି ମିଳିନାହିଁ। ସୋଢୀ ଆହୁରି କହିଛନ୍ତି, "ପାକିସ୍ତାନ ଓ କ୍ୟାନାଡା ଟିମ୍ ବ୍ୟତୀତ ବାକି ସବୁ ଟିମକୁ ଏନଓସି ମିଳିସାରିଛି। ତେବେ ଏହି ଦୁଇ ଦେଶକୁ ଏପର୍ଯ୍ୟନ୍ତ ଏନଓସି ମିଳି ନାହିଁ।"

ଟୁର୍ଣ୍ଣାମେଣ୍ଟର ଉଦଘାଟନ ଡିସେମ୍ବର ୧ ତାରିଖରେ ସୁଲତାନପୁର ଲୋଧିର ଗୁରୁନାନକ ଷ୍ଟାଡିୟମରେ ହେବ ଏବଂ ଏହି ଦିନ ଚାରୋଟି ମୁକାବିଲା ଖେଳାଯିବ। ଉଦଯାପନୀ ସମାରୋହ ଡେରା ବାବା ନାନକର ସହିଦ୍ ଭଗତ ସିଂହ ସ୍ପୋର୍ଟ୍ସ ଷ୍ଟାଡିୟମରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story