୩-୦ରେ ଜିମ୍ବାୱେ ବିପକ୍ଷ ସିରିଜ୍‌ ଜିତିଲା ଭାରତ

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଆଜି ଖେଳାଯାଇଥିବା ତୃତୀୟ ଦିନିକିଆକୁ ଭାରତ ୧୦ ୱିକେଟରେ ଜିତିନେଇଛି। ଏହି ବିଜୟ ସହ ଭାରତ ୩-୦ରେ ଜିମ୍ବାୱେ ବିପକ୍ଷ ସିରିଜକୁ କ୍ଲିନସୁଇପ୍‌ କରିଛି। ଲୋକେଶ ରାହୁଲଙ୍କ ୭୦ ବଲରୁ ଅପରାଜିତ ୬୩ ରନ୍‌ ଓ ଫୈଜ ଫୈଶଲଙ୍କ ଅପରାଜିତ ୬୧ ବଲରୁ ୫୫ ରନ୍‌ ବଳରେ ଭାରତ ୨୧.୫ ଓଭରରେ ୧୨୬ ରନ୍‌ କରି ମ୍ୟାଚ୍‌କୁ ଜିତି ନେଇଛି। ଟସ୍‌ ଜିତି ଜିମ୍ୱାୱେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୪୨.୨ […]

india team

india team

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 09:53 PM IST

Sports

Latest News

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଆଜି ଖେଳାଯାଇଥିବା ତୃତୀୟ ଦିନିକିଆକୁ ଭାରତ ୧୦ ୱିକେଟରେ ଜିତିନେଇଛି। ଏହି ବିଜୟ ସହ ଭାରତ ୩-୦ରେ ଜିମ୍ବାୱେ ବିପକ୍ଷ ସିରିଜକୁ କ୍ଲିନସୁଇପ୍‌ କରିଛି।

ଲୋକେଶ ରାହୁଲଙ୍କ ୭୦ ବଲରୁ ଅପରାଜିତ ୬୩ ରନ୍‌ ଓ ଫୈଜ ଫୈଶଲଙ୍କ ଅପରାଜିତ ୬୧ ବଲରୁ ୫୫ ରନ୍‌ ବଳରେ ଭାରତ ୨୧.୫ ଓଭରରେ ୧୨୬ ରନ୍‌ କରି ମ୍ୟାଚ୍‌କୁ ଜିତି ନେଇଛି।

ଟସ୍‌ ଜିତି ଜିମ୍ୱାୱେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୪୨.୨ ଓଭରରେ ମାତ୍ର ୧୨୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଛାମୁ ଛିଭାଭା ୨୭ ରନ୍‌ (୬୬ବଲ), ଭୁଶି ଶିବାନ୍ଦା ୩୮ (୭୧ ବଲ) ଓ ଟି.ମରୁମା ୧୭ ରନ୍‌ (୨୯ ବଲ୍‌) କରିଥିଲେ। ଭାରତ ପକ୍ଷରୁ ବୁମ୍ରା ୪ଟି ୱିକେଟ, ଯଜୁବେନ୍ଦ୍ର ଚହଲ ୨ଟି ଏବଂ  ଅକ୍ଷର ପଟେଲ ଓ ଧବଲ କୁଲକର୍ଣ୍ଣୀ ଗୋଟିଏ ଲଖେଏଁ ୱିକେଟ ନେଇଥିଲେ।

ପ୍ରଥମ ଦିନିକିଆରେ ଭାରତ ୮ ୱିକେଟରେ ଓ ଦ୍ୱିତୀୟ ଦିନିକିଆକୁ ୯ ୱିକେଟରେ ଜିତିଥିଲା।

ଜସ୍‌ପ୍ରିତ ବୁମ୍ରାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଓ ଲୋକେଶ ରାହୁଲଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ସିରିଜ’ ପ୍ରଦାନ କରାଯାଇଥିଲା।

ଆସନ୍ତା ୧୮ ତାରିଖରୁ ଭାରତ-ଜିମ୍ବାୱେ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story