ତୁର୍କୀ ୱିମେନ୍ସ କପ୍ ଫୁଟବଲ: ଭାରତର ବୃହତ ବିଜୟ

ନୂଆଦିଲ୍ଲୀ: ସଞ୍ଜୁଙ୍କ ହ୍ୟାଟ୍ରିକ୍ ଗୋଲକୁ ଆଧାର କରି ଭାରତୀୟ ମହିଳା ଟିମ୍ ଅଲାନ୍ୟାରେ ଚାଲିଥିବା ତୁର୍କୀ ୱିମେନ୍ସ କପରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ତୁର୍କମେନିସ୍ତାନକୁ ୧୦-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ଭାରତ ପକ୍ଷରୁ ସଞ୍ଜୁ (୧୭ତମ, ୩୭ତମ, ୭୧ତମ) ତିନୋଟି ଗୋଲ୍ ଦେଇଥିବା ବେଳେ ମଞ୍ଜୁ ତମାଙ୍ଗ (୫୧ତମ, ୮୩ତମ) ଓ ରଞ୍ଜନା (୬୦ତମ, ୬୨ତମ) ଦୁଇଟି ଲେଖାଏ ଗୋଲ୍ ଦେଇଥିଲେ। ଡାଙ୍ଗମେଇ ଗ୍ରେସ (ସପ୍ତମ), ସୁମିତ୍ରା (୭୭ତମ) ଓ ଇନ୍ଦୁମତୀ କାଥିରେସାନ୍ (୮୭ତମ) […]

f

Hemant Lenka
  • Published: Friday, 01 March 2019
  • , Updated: 01 March 2019, 09:01 PM IST

ନୂଆଦିଲ୍ଲୀ: ସଞ୍ଜୁଙ୍କ ହ୍ୟାଟ୍ରିକ୍ ଗୋଲକୁ ଆଧାର କରି ଭାରତୀୟ ମହିଳା ଟିମ୍ ଅଲାନ୍ୟାରେ ଚାଲିଥିବା ତୁର୍କୀ ୱିମେନ୍ସ କପରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ତୁର୍କମେନିସ୍ତାନକୁ ୧୦-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ଭାରତ ପକ୍ଷରୁ ସଞ୍ଜୁ (୧୭ତମ, ୩୭ତମ, ୭୧ତମ) ତିନୋଟି ଗୋଲ୍ ଦେଇଥିବା ବେଳେ ମଞ୍ଜୁ ତମାଙ୍ଗ (୫୧ତମ, ୮୩ତମ) ଓ ରଞ୍ଜନା (୬୦ତମ, ୬୨ତମ) ଦୁଇଟି ଲେଖାଏ ଗୋଲ୍ ଦେଇଥିଲେ। ଡାଙ୍ଗମେଇ ଗ୍ରେସ (ସପ୍ତମ), ସୁମିତ୍ରା (୭୭ତମ) ଓ ଇନ୍ଦୁମତୀ କାଥିରେସାନ୍ (୮୭ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

Related story