ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌: ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

ଦୁବାଇ: ଆସନ୍ତାବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତୀୟ ଟିମ୍ ଟାଇଟଲ୍ ବଜାୟ ରଖିବା ପାଇଁ ଜାନୁଆରୀ ୧୯ ତାରିଖରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଗ୍ରୁପ୍‌-ଏ’ରେ ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ, ଜାପାନ ସହ ସ୍ଥାନ ପାଇଛି। ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ଜାପାନକୁ ଜାନୁଆରୀ ୨୧ […]

u-19

u-19

Ranjit Kumar Jena
  • Published: Thursday, 24 October 2019
  • Updated: 24 October 2019, 05:56 PM IST

Sports

Latest News

ଦୁବାଇ: ଆସନ୍ତାବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତୀୟ ଟିମ୍ ଟାଇଟଲ୍ ବଜାୟ ରଖିବା ପାଇଁ ଜାନୁଆରୀ ୧୯ ତାରିଖରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଗ୍ରୁପ୍‌-ଏ'ରେ ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ, ଜାପାନ ସହ ସ୍ଥାନ ପାଇଛି। ଭାରତ ତା'ର ଦ୍ୱିତୀୟ ମ୍ୟାଚରେ ଜାପାନକୁ ଜାନୁଆରୀ ୨୧ ତାରିଖରେ ଭେଟିବାକୁଥିବା ବେଳେ ୨୪ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

୫୦ ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେବେ। ଦଳଗୁଡ଼ିକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗତ ସଂସ୍କରଣର ରନର୍ସଅପ୍ ତଥା ତିନିଥର ବିଜେତା ଅଷ୍ଟ୍ରେଲିଆ ଗ୍ରୁପ୍‌-ଏ'ରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ଡେବ୍ୟୁଟାଣ୍ଟ ନାଇଜେରିଆ ସହ ସ୍ଥାନ ପାଇଛି। ଅଷ୍ଟ୍ରେଲିଆ ତା'ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ। ଗ୍ରୁପ୍‌-ସି'ରେ ପାକିସ୍ତାନ, ବାଂଲାଦେଶ, ଜିମ୍ବାୱେ ଓ ସ୍କଟଲାଣ୍ଡ ସ୍ଥାନ ପାଇଥିବା ବେଳେ ଗ୍ରୁପ୍‌-ଡି'ରେ ଆୟୋଜକ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, କ୍ୟାନାଡା ଓ ୟୁଏଇ ରହିଛନ୍ତି। ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଜାନୁଆରୀ ୧୭ ତାରିଖରେ ଭେଟିବ।

ଲିଗ୍ ପର୍ଯ୍ୟାୟ ପରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ସୁପର୍ ଲିଗ୍ ଏବଂ ପ୍ଲେଟ୍ ଟୁର୍ଣ୍ଣାମେଣ୍ଟ ଭାଗ କରାଯାଇଛି। ଚାରୋଟିରୁ ପ୍ରତି ଗ୍ରୁପର ଶୀର୍ଷ ଦୁଇ ଟିମ୍ ସୁପର୍ ଲିଗକୁ କ୍ୱାଲିଫାଏ କରିବେ। ତେବେ ବାକି ଟିମ୍ ପ୍ଲେଟ୍ ଚାମ୍ପିୟନଶିପରେ ଖେଳିବେ। ପୋଚେଷ୍ଟ୍ରୁମରେ ଦୁଇଟି ସୁପର୍ ଲିଗ୍ କ୍ୱାର୍ଟରଫାଇନାଲ୍ ଏବଂ ଉଭୟ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଆୟୋଜିତ ହେବ। ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ଗତ ସଂସ୍କରଣରେ ଖେଳିଥିବା ଟପ୍‌-୧୧ ଟିମ୍ (ଆଇସିସିର ପୂର୍ଣ୍ଣ ସଦସ୍ୟତା ପାଇଥିବା ଟିମ୍‌) ଏବଂ ୫ଟି ଆଞ୍ଚଳିକ ଚାମ୍ପିୟନ୍ ଟିମ୍ ଏହି ବିଶ୍ୱକପକୁ କ୍ୱାଲିଫାଏ କରିଛନ୍ତି। ସବୁ ଦଳ ଜାନୁଆରୀ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗ ଏବଂ ପ୍ରିଟୋରିଆରେ ୱାର୍ମଅପ୍ ମ୍ୟାଚ୍ ଖେଳିବେ।

ଗ୍ରୁପ୍‌-ଏ: ଭାରତ, ନ୍ୟୁଜିଲ୍ୟାଣ୍ଡ୍‌, ଶ୍ରୀଲଙ୍କା, ଜାପାନ
ଗ୍ରୁପ୍‌-ବି: ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ନାଇଜେରିଆ
ଗ୍ରୁପ୍‌-ସି: ପାକିସ୍ତାନ, ବାଂଲାଦେଶ, ଜିମ୍ବାୱେ, ସ୍କଟଲ୍ୟାଣ୍ଡ୍‌
ଗ୍ରୁପ୍‌-ଡି: ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ୟୁଏଇ, କ୍ୟାନାଡା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story