ସାକିବଙ୍କ ସ୍ଥାନରେ ମହମଦୁଲ୍ଲା ଓ ମୋମିନୁଲ୍ କ୍ୟାପଟେନ୍‌

ଢ଼ାକା: ଆଇସିସି ଦ୍ୱାରା ଦୁଇବର୍ଷ ପାଇଁ ବାସନ୍ଦ ହୋଇଥିବା ସାକିବ୍ ଅଲ୍ ହାସନଙ୍କ ସ୍ଥାନରେ ମହମ୍ମଦୁଲ୍ଲା ରିଆଦ୍ ଓ ମୋମିନୁଲ୍ ହକଙ୍କୁ ଯଥାକ୍ରମେ ବାଂଲାଦେଶ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମହମଦୁଲ୍ଲାଙ୍କୁ ଟି-୨୦ କ୍ୟାପଟେନ୍ ଭାବେ ନିଯୁକ୍ତ କରିଥିବା ବେଳେ ମୋମିନୁଲଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଛି। ବାଂଲାଦେଶ ଟେଷ୍ଟ ଓ ଟି-୨୦ ଟିମର କ୍ୟାପଟେନ୍ ଥିବା ସାକିବ୍ ଦିନିକିଆରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର। ଭାରତ ଗସ୍ତ ପାଇଁ […]

mominul

mominul

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 06:33 PM IST

Sports

Latest News

ଢ଼ାକା: ଆଇସିସି ଦ୍ୱାରା ଦୁଇବର୍ଷ ପାଇଁ ବାସନ୍ଦ ହୋଇଥିବା ସାକିବ୍ ଅଲ୍ ହାସନଙ୍କ ସ୍ଥାନରେ ମହମ୍ମଦୁଲ୍ଲା ରିଆଦ୍ ଓ ମୋମିନୁଲ୍ ହକଙ୍କୁ ଯଥାକ୍ରମେ ବାଂଲାଦେଶ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମହମଦୁଲ୍ଲାଙ୍କୁ ଟି-୨୦ କ୍ୟାପଟେନ୍ ଭାବେ ନିଯୁକ୍ତ କରିଥିବା ବେଳେ ମୋମିନୁଲଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଛି।

ବାଂଲାଦେଶ ଟେଷ୍ଟ ଓ ଟି-୨୦ ଟିମର କ୍ୟାପଟେନ୍ ଥିବା ସାକିବ୍ ଦିନିକିଆରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର। ଭାରତ ଗସ୍ତ ପାଇଁ ସାକିବଙ୍କ ସ୍ଥାନରେ ତାଇଜୁଲ ଇସଲାମଙ୍କୁ ଟେଷ୍ଟ ଓ ଟି-୨୦ ଟିମରେ ସାମିଲ୍ କରାଯାଇଛି। ଏହାଛଡ଼ା ଆହତ ମହମ୍ମଦ ସୈଫୁଦ୍ଦିନଙ୍କ ସ୍ଥାନରେ ଅମୁ ହାଇଦର ଏବଂ ବ୍ୟକ୍ତିଗତ କାରଣରୁ ଭାରତ ଗସ୍ତରୁ ନିଜ ନାଁ ପ୍ରତ୍ୟାହାର କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ତମିମ୍ ଇକବାଲଙ୍କ ସ୍ଥାନରେ ମହମ୍ମଦ ମିଥୁନଙ୍କୁ ଟିମରେ ସାମିଲ୍ କରାଯାଇଛି। ପେସ୍ ବୋଲର ମୁସ୍ତାଫିଜୁର ରେହମାନ୍ ମଧ୍ୟ ଟେଷ୍ଟ ଟିମକୁ ଫେରିଛନ୍ତି।

ବାଂଲାଦେଶ ଟି-୨୦ ସ୍କ୍ୱାଡ୍‌: ମହମ୍ମଦୁଲ୍ଲା (କ୍ୟାପଟେନ୍‌), ଲିଟନ୍ ଦାସ, ସୌମ୍ୟ ସରକାର, ମହମ୍ମଦ ନଇମ, ମୁଶଫିକର ରହିମ୍‌, ଆଫିଫ୍ ହୁସେନ୍‌, ମୋସାଡେକ୍ ହୁସେନ୍‌, ଆମିନୁଲ୍ ଇସଲାମ୍‌, ଆରାଫତ୍ ସନ୍ନି, ଅଲ୍‌-ଆମିନ୍ ହୁସେନ୍‌, ମୁସ୍ତାଫିଜୁର ରେହମାନ୍‌, ଶାଫିଉଲ୍ ଇସଲାମ୍‌, ମହମ୍ମଦ ମିଥୁନ୍‌, ତାଇଜୁଲ୍ ଇସଲାମ୍‌, ଅବୁ ହାଇଦର୍।

ବାଂଲାଦେଶ ଟେଷ୍ଟ ସ୍କ୍ୱାଡ୍‌: ଶାଦମାନ୍ ଇସଲାମ୍‌, ଇମରୁଲ୍ କାୟେସ୍‌, ସୈଫ ହାସନ୍‌, ମୋମିନୁଲ୍ ହକ୍ (କ୍ୟାପଟେନ୍‌), ଲିଟନ୍ ଦାସ, ମୁଶଫିକର୍ ରହିମ୍‌, ମହମଦୁଲ୍ଲା, ମହମ୍ମଦ ମିଥୁନ୍‌, ମୋସାଡେକ୍ ହୁସେନ୍‌, ମେହିଦି ହାସନ୍‌, ତାଇଜୁଲ୍ ଇସଲାମ୍‌, ନୟିମ୍ ହାସନ୍‌, ମୁସ୍ତାଫିଜୁର୍ ରେହମାନ୍‌, ଅଲ୍‌-ଆମିନ୍ ହୁସେନ୍‌, ଆବୁ ଜାୟେଦ୍‌, ଇବାଦତ୍ ହୁସେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story