ମାଞ୍ଚେଷ୍ଟର ମହାମୁକାବିଲା, ପ୍ରଥମେ ବ୍ୟାଟିଂ କରିବ ଭାରତ

ଲଣ୍ଡନ: ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍। ସଣ୍ଡେ ଏହି ସୁପରହିଟ୍ ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ଆହତ ଶିଖର ଧଓ୍ୱନଙ୍କ ସ୍ଥାନରେ ବିଜୟ ଶଙ୍କର ଟିମରେ ସ୍ଥାନ ପାଇଛନ୍ତି। ଅର୍ଥାତ୍ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ୍ ଓପନ୍ କରିବେ ଏବଂ ଚତୁର୍ଥ ସ୍ଥାନରେ ବିଜୟ ଶଙ୍କର ବ୍ୟାଟିଂ କରିବେ ବୋଲି ଜଣାପଡ଼ିଛି। […]

ind vs pak

ind vs pak

Subhransu Sekhar
  • Published: Sunday, 16 June 2019
  • Updated: 16 June 2019, 02:48 PM IST

ଲଣ୍ଡନ: ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍। ସଣ୍ଡେ ଏହି ସୁପରହିଟ୍ ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ଆହତ ଶିଖର ଧଓ୍ୱନଙ୍କ ସ୍ଥାନରେ ବିଜୟ ଶଙ୍କର ଟିମରେ ସ୍ଥାନ ପାଇଛନ୍ତି। ଅର୍ଥାତ୍ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ୍ ଓପନ୍ କରିବେ ଏବଂ ଚତୁର୍ଥ ସ୍ଥାନରେ ବିଜୟ ଶଙ୍କର ବ୍ୟାଟିଂ କରିବେ ବୋଲି ଜଣାପଡ଼ିଛି।

ଇଂଲଣ୍ଡର ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ସାରା ବିଶ୍ୱବାସୀଙ୍କ ନଜର ରହିଛି। କାରଣ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଏବଂ ପରସ୍ପରର ଶତ୍ରୁ ଅଟନ୍ତି ଏହି ଦୁଇ ଦେଶ।
ଆଜି ସକାଳେ ପାଗ ଶୁଖିଲା ରହିଥିବା ବେଳେ ଟସ୍ ପଡ଼ିବା ବେଳକୁ ମଧ୍ୟ ଖେଳ ଉପଯୋଗୀ ରହିଥିଲା। ତେବେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟା, ରାତି ୮ ଏବଂ ୯ଟାରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯଦି ବର୍ଷା ହୁଏ, ତାହେଲେ ପୂରା ୫୦ ଓଭର ହେବାର ସମ୍ଭାବନା କ୍ଷୀଣ।

ବିଶ୍ୱକପରେ ଏହି ଦୁଳ ସପ୍ତମ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବରୁ ମୋଟ ୬ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦଳ। ସମସ୍ତ ମ୍ୟାଚ ଭାରତ ସପକ୍ଷରେ ଯାଇଛି।

ମ୍ୟାଚ ପୂର୍ବରୁ ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଟ୍ୱିଟ୍ କରି କହିଛନ୍ତି ଭାରତର ପଲା ଭାରି ରହିଛି। କିନ୍ତୁ ନିରୁତ୍ସାହିତ ନହୋଇ ଅନ୍ତିମ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି। ସମସ୍ତ ପାକିସ୍ତାନବାସୀଙ୍କ ଆଶୀର୍ବାଦ ରହିଛି ବୋଲି ଟ୍ୱିଟ୍ କରି ନିଜ ଦେଶର ଖେଳାଳିଙ୍କ କହିଛନ୍ତି ଇମ୍ରାନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story