ଶନିବାରଠାରୁ ଶେଷ ଟେଷ୍ଟ: କ୍ଲିନସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ ଆସନ୍ତାକାଲିଠାରୁ ରାଞ୍ଚିରେ ଆରମ୍ଭ ହେବ। ପୂର୍ବରୁ ସିରିଜ୍ ଜିତିସାରିଥିବା ଭାରତ ପାଇଁ ଏହି ଟେଷ୍ଟ କେବଳ ଅନପୌଚାରିକ, କିନ୍ତୁ ଘରୋଇ ଦଳ ଏହି ଟେଷ୍ଟ ଜିତି ମହତ୍ତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିବାକୁ ଚାହିଁବ। ତୃତୀୟ ଟେଷ୍ଟ ଜିତିବା ପାଇଁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଏହି ମ୍ୟାଚ୍ […]

INDIA

INDIA

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 05:09 PM IST

Sports

Latest News

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ ଆସନ୍ତାକାଲିଠାରୁ ରାଞ୍ଚିରେ ଆରମ୍ଭ ହେବ। ପୂର୍ବରୁ ସିରିଜ୍ ଜିତିସାରିଥିବା ଭାରତ ପାଇଁ ଏହି ଟେଷ୍ଟ କେବଳ ଅନପୌଚାରିକ, କିନ୍ତୁ ଘରୋଇ ଦଳ ଏହି ଟେଷ୍ଟ ଜିତି ମହତ୍ତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିବାକୁ ଚାହିଁବ। ତୃତୀୟ ଟେଷ୍ଟ ଜିତିବା ପାଇଁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଏହି ମ୍ୟାଚ୍ ଜିତିଲେ ୪୦ ପଏଣ୍ଟ ମିଳିଛି। ଭାରତ ଏହି ପଏଣ୍ଟ ସହ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।

ଭାରତ ପ୍ରଥମ ଦୁଇଟି ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ସବୁ ବିଭାଗରେ ହରାଇଥିଲା। ଭାରତ ବିଶାଖାପାଟଣା ଟେଷ୍ଟକୁ ୨୦୩ ରନରେ ଜିତିଥିଲା ଏବଂ ପୁଣେ ଟେଷ୍ଟକୁ ଇନିଂସ୍ ଓ ୧୩୭ ରନରେ ଜିତି ଫ୍ରୀଡମ୍ ଟ୍ରଫି ହାସଲ କରିଛି। ବିଶ୍ୱ ଚାମ୍ପିୟନଶିପରେ ଭାରତ ଏବେ ୪ଟି ମ୍ୟାଚରୁ ୨୦୦ ପଏଣ୍ଟ ପାଇଛି ଏବଂ ଟିମର ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ଉପରେ ୧୪୦ ରନର ବଡ଼ ଅଗ୍ରଣୀ ବଜାୟ ରଖିଛି। ପୁଣେ ଟେଷ୍ଟ ଜିତିବା ପରେ କୋହଲି ସ୍ପଷ୍ଟ କରିଥିଲେ ଯେ, ଆମେ ତୃତୀୟ ଟେଷ୍ଟକୁ କ୍ଲିନସୁଇପ୍ କରିବା ଲକ୍ଷ୍ୟରେ ଖେଳିବୁ।

ଚଳିତ ସିରିଜରେ ଭାରତର ଶୀର୍ଷକ୍ରମ ବେଶ୍ ମଜଭୁତ ପ୍ରଦର୍ଶନ କରିଆସିଛି। ରୋହିତ୍ ଶର୍ମା ଲମ୍ବା ଫର୍ମାଟରେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ନିଜ ଭୂମିକାକୁ ସୁଚାରୁରୂପେ ତୁଲାଇଛନ୍ତି। ସେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିଲେ। ମୁମ୍ବାଇାର ଏହି ବ୍ୟାଟ୍ସମ୍ୟାନଙ୍କ ସାଥୀ ମୟଙ୍କ ଅଗ୍ରୱାଲ ବିଶାଖାପାଟଣାର ଦ୍ୱିଶତକ ମାରିଥିବା ବେଳେ ପୁଣେରେ ମଧ୍ୟ ଶତକ ମାରିବାରେ ସଫଳ ରହିଥିଲେ। ତେବେ ପୁଣେରେ କୋହଲି କ୍ୟାରିୟରର ସବୋର୍ଚ୍ଚ ୨୫୪ ରନର ଇନିଂସ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରୋହିତଙ୍କ ବ୍ୟାଟ୍ ପୁଣେରେ ଚାଲିପାରି ନଥିଲା ଏବଂ ସେ ଏହାର ଭରଣା ରାଞ୍ଚିରେ କରିବାକୁ ଚାହିଁବେ। ଏପର୍ଯ୍ୟନ୍ତ ସିରିଜରେ ଦୁଇଟି ଅର୍ଦ୍ଧଶତକ ମାରିଥିବା ଚେତେଶ୍ୱର ପୂଜାରା ନିଜ ସ୍କୋରକୁ ତିନିଅଙ୍କରେ ପହଞ୍ଚାଇବାକୁ ପ୍ରୟାସ କରିବେ। ଭାରତ ଏପର୍ଯ୍ୟନ୍ତ ସିରିଜରେ ମାତ୍ର ୧୬ ୱିକେଟ୍ ହରାଇଥିବା ବେଳେ ସେମାନେ ଦକ୍ଷିଣ ଆଫ୍ରିକାକୁ ଉଭୟ ଟେଷ୍ଟରେ ଧୂଳି ଚଟାଇଛନ୍ତି।

ଏପର୍ଯ୍ୟନ୍ତ ଟସ୍ ଭାରତ ସପକ୍ଷରେ ଯାଇଛି ଏବଂ ଅନ୍ତିମ ଟେଷ୍ଟରେ ଯଦି ଟସ୍ ଭ୍ରମଣକାରୀ ଦଳର କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସଙ୍କ ସପକ୍ଷରେ ଯାଏ, ତାହେଲେ ମ୍ୟାଚ୍ ରୋମାଞ୍ଚକର ହୋଇପାରେ। ଦକ୍ଷିଣ ଆଫ୍ରିକା ଶେଷଥର ପାଇଁ ଯେତେବେଳେ ଭାରତ ଗସ୍ତରେ ଆସିଥିଲା, ସ୍ପିନରମାନେ ସେମାନଙ୍କୁ ବେହାଲ୍ କରିଥିଲେ। କିନ୍ତୁ ଏଥର ଉଭୟ ପେସ୍ ବୋଲର ଓ ସ୍ପିନରମାନେ ଦକ୍ଷିଣ ଆଫ୍ରିକାକୁ ନୟାନ୍ତ କରିଛନ୍ତି।

ଉମେଶ ଯାଦବ ପୁଣେ ଟେଷ୍ଟର ଜବରଦସ୍ତ କମବ୍ୟାକ୍ କରିଥିବା ବେଳେ ୱିକେଟକିପର ଋଦ୍ଧିମାସ ସାହା କିଛି ଆକର୍ଷଣୀୟ କ୍ୟାଚ୍ ନେଇଥିଲେ। କୋହଲି ପୁଣେରେ ଉମେଶଙ୍କୁ ଅତିରିକ୍ତ ପେସର ଭାବେ ସୁଯେଗା ଦେଇଥିଲେ, ଯେଉଁକାରଣୁ ହନୁମା ବିହାରୀଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିନଥିଲା। ଆସନ୍ତାକାଲି କୋହଲି ଏହି ସଂଯୋଜନ ମଇଦାନକୁ ଓହ୍ଲାଇବେ କି ନାହିଁ, ତାହା ଜଣାପଡ଼ି ନାହିଁ। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଡ୍ୟୁପ୍ଲେସିସ୍ ପୂର୍ବରୁ କହିସାରିଛନ୍ତି ସେ, ରାଞ୍ଚିର ପିଚ୍ ସ୍ପିନରଙ୍କ ପାଇଁ ଅନୁକୂଳ ହେବ ଏବଂ ଏଭଳି ସ୍ଥିତିରେ କୁଲଦୀପ ଯାଦବଙ୍କୁ ତୃତୀୟ ସ୍ପିନର ଭାବେ ଭାରତୀୟ ଏକାଦଶରେ ରଖାଯାଇପାରେ।

ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ବିଶାଖାପାଟଣାରେ ଦମ୍ ଦେଖାଇଥିଲେ, କିନ୍ତୁ ପୁଣେରେ ସେମାନେ ସମ୍ପୂର୍ଣ୍ଣ ବିଫଳ ରହିଥିଲେ। ଉଭୟ ଟେଷ୍ଟରେ ଭ୍ରମଣକାରୀ ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ପାଇଁ ସାମାନ୍ୟ ଚିନ୍ତାର କାରଣ ହୋଇଥିଲେ। ଏଭଳି ସ୍ଥିତିରେ କ୍ୟାପଟେନ୍ ଡ୍ୟୁପ୍ଲେସିସ୍ ଟିମର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର, କ୍ୱିଣ୍ଟନ୍ ଡି'କକ୍ ଓ ତେମ୍ବା ବାଭୁମାଙ୍କୁ ଦାୟିତ୍ୱାବାନ ଭାବେ ବ୍ୟାଟିଂ କରିବାକୁ କହିଛନ୍ତି। ଆଇଡେନ୍ ମର୍କରାମ୍ ଆହତ କାରଣରୁ ଟିମର ବାଦ୍ ପଡ଼ିବା ଟିମର ଚିନ୍ତାକୁ ଦ୍ୱିଗୁଣିତ କରିଛି। ବୋଲରଙ୍କ ମଧ୍ୟ କାଗିସୋ ରବାଡା, ଭର୍ନନ୍ ଫିଲାଣ୍ଡର ଓ ଆନରିଚ୍ ନୋର୍ଟଜେ ଏପର୍ଯ୍ୟନ୍ତ ଭାରତୀୟ ପେସ୍ ବୋଲରଙ୍କ ଭଳି ପ୍ରଭାବୀ ପ୍ରଦର୍ଶନ କରିନାହାନ୍ତି। ଟିମର ସିନିୟର ସ୍ପିନର କେଶବ ମହାରାଜ ମଧ୍ୟ ଏହି ମ୍ୟାଚରେ ଖେଳିବେ ନାହିଁ। ଏଭଳି ସ୍ଥିତିରେ ଭାରତୀୟ ବ୍ୟାଟିଂଲାଇନକୁ ରୋକିବା ଦକ୍ଷିଣ ଆଫ୍ରିକାର ବୋଲିଂ ଆକ୍ରମଣ ପକ୍ଷେ କଷ୍ଟସାଧ୍ୟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story