ଦର୍ଶକ ନିରାଶ, କେ.ଏଲ୍. ରାହୁଲ ବି ଖେଳିବେନି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ। ଆହତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତେଣୁ ତାଙ୍କସ୍ଥାନରେ ୱିକେଟ୍‌ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ ଚୟନ କରାଯାଇଛି। ସେହିପରି ସ୍ପିନର କୁଲଦୀପ ଯାଦବ ମଧ୍ୟ ପୂରା ସିରିଜରୁ ବାଦ ପଡ଼ିଛନ୍ତି। ଆହତ କାରଣରୁ ସେ ବାଦ ପଡ଼ିଥିବା ଜଣାପଡ଼ିଛି। ଫଳରେ ଭାତରୀୟ ଟିମ୍‌ର ଓପନିଂ କରୁଥିବା ଶୀର୍ଷ […]

team

team

Niranjan Mishra
  • Published: Wednesday, 08 June 2022
  • Updated: 08 June 2022, 07:34 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ। ଆହତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତେଣୁ ତାଙ୍କସ୍ଥାନରେ ୱିକେଟ୍‌ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ ଚୟନ କରାଯାଇଛି।

ସେହିପରି ସ୍ପିନର କୁଲଦୀପ ଯାଦବ ମଧ୍ୟ ପୂରା ସିରିଜରୁ ବାଦ ପଡ଼ିଛନ୍ତି। ଆହତ କାରଣରୁ ସେ ବାଦ ପଡ଼ିଥିବା ଜଣାପଡ଼ିଛି।

ଫଳରେ ଭାତରୀୟ ଟିମ୍‌ର ଓପନିଂ କରୁଥିବା ଶୀର୍ଷ ୩ ଖେଳାଳି ସିରିଜରୁ ବାହାର ହୋଇଛନ୍ତି। ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସିରିଜରୁ ବାଦ କରାଯାଇ ଆରାମ ଦିଆଯାଇଥିଲା। ତେଣେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସିରିଜରେ ଖେଳିବେନି। ତେଣୁ ଭାରତୀୟ ଟିମ ଏହି ମ୍ୟାଚ୍ ଖେଳି ଜିତିବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଛକା, ଚୌକା ବର୍ଷା କରି ଟିମ ଇଣ୍ଡିଆକୁ ଜିତାଇବାର ମୁଖ୍ୟ ଭୂମିକା ନେଉଥିବା ଖେଳାଳିମାନେ ଏହି ସିରିଜରେ ବାଦ ପଡ଼ିବା ଦର୍ଶକଙ୍କୁ ନିରାଶ କରିଛି।

ଆଜି ବିସିସିଆଇ ପକ୍ଷରୁ ଏ ନେଇ ଟ୍ୱିଇଟ କରି ସୂଚନା ଦିଆଯାଇଛି। କୌଣସି କାରଣ ଯୋଗୁ ରାହୁଲଙ୍କ ଜଙ୍ଘ ଓ ପେଟ ଭିତରେ ଗମ୍ଭୀର ଆଘାତ ଲାଗିଛି। ତେଣେ ନେଟରେ ଅଭ୍ୟାସ କରୁଥିବା ବେଳେ କୁଲଦୀପଙ୍କ ଡାହାଣ ହାତରେ ଆଘାତ ଲାଗିଛି। ଆଗକୁ ଏହି ଦୁଇ ଖେଳାଳି ନ୍ୟାସନାଲ କ୍ରିକେଟ ଏକାଡେମୀ ବାଙ୍ଗାଲୁରୁ(ଏନସିଏ) ପାଖରେ ରିପୋର୍ଟିଂ କରିବେ। ଏଠାରେ ତାଙ୍କ ଫିଟନେସ ଯାଞ୍ଚ ପରେ ପରବର୍ତ୍ତି ଭବିଷ୍ୟତ ନେଇ ସ୍ଥିର ହେବ।

ସୂଚନା ଥାଉକି, ଚଳିତ ମାସ ୯ରୁ ୧୯ ତାରିଖ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ। ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ।

ଭାରତୀୟ ଟିମ୍‌ରେ ଖେଳିବାକୁ ଥିବା ଖେଳାଳିମାନେ: ରିଷବ ପନ୍ଥ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଋତୁରାଜ ଗାଏକୱାଡ୍‌, ଇଶାନ୍‌ କିଷନ, ଦୀପକ ହୋଡ୍ଡା, ଶ୍ରେୟସ୍‌ ଆୟର, ଦୀନେଶ କାର୍ତ୍ତିକ, ଭେଙ୍କଟେସ୍‌ ଆୟାର, ୟୁଜୁବେନ୍ଦ୍ର ଚହଲ, ଅକ୍ସର ପଟେଲ୍‌, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ୍‌, ଆଭେଷ ଖାନ ଓ ଉମ୍‌ରାନ ମଲ୍ଲିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story