ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଟିମ୍‌ ଇଣ୍ଡିଆ ୭ୱିକେଟ୍‌ରେ ବିଜୟୀ: ୪-୧ରେ ସିରିଜ କବ୍‌ଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁରରେ ଟିମ୍‌ ଇଣ୍ଡିଆର ବାଜିମାତ। ଚଳିତ ସିରିଜର ଶେଷ ତଥା ୫ମ ଦିନିକିଆକୁ ୭ୱିକେଟ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏହି ସହଜ ବିଜୟ ସହ ଟିମ୍‌ ଇଣ୍ଡିଆ ୫ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୪-୧ରେ କବ୍‌ଜା କରିନେଇଛି। ଅଷ୍ଟ୍ରେଲିଆ ପ୍ରଥମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୪୨ ରନ କରିପାରିଥିଲା। ଦଳ ପକ୍ଷରୁ ୱାର୍ଣ୍ଣରଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ବି କରିପାରିନଥିଲେ। ଜବାବରେ […]

india-v-australia-5th-odi-at-nagpur_eaf482ea-a6b9-11e7-84eb-85ab3d3e2a90

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 04:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁରରେ ଟିମ୍‌ ଇଣ୍ଡିଆର ବାଜିମାତ। ଚଳିତ ସିରିଜର ଶେଷ ତଥା ୫ମ ଦିନିକିଆକୁ ୭ୱିକେଟ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏହି ସହଜ ବିଜୟ ସହ ଟିମ୍‌ ଇଣ୍ଡିଆ ୫ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୪-୧ରେ କବ୍‌ଜା କରିନେଇଛି। ଅଷ୍ଟ୍ରେଲିଆ ପ୍ରଥମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୪୨ ରନ କରିପାରିଥିଲା। ଦଳ ପକ୍ଷରୁ ୱାର୍ଣ୍ଣରଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ବି କରିପାରିନଥିଲେ। ଜବାବରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଟିମ୍‌ ଇଣ୍ଡିଆ ସହଜରେ ନାଗପୁର ମ୍ୟାଚକୁ ଜିତିନେଇଛି। ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଆଜି ଏକ ଆକର୍ଷଣୀୟ ପାଳି ଦେଖିବାକୁ ମିଳିଥିଲା। ସେ ୧୦୯ ବଲ୍‌ରୁ ୧୨୫ ରନ୍‌ କରିଥିଲେ ଯେଉଁଥିରେ ରହିଥିଲା ୫ଟି ବିଶାଳ ଛକା ଓ ୧୧ଟି ଚୌକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story