କ୍ରୀଡ଼ା ଜଗତର ଦୀପାବଳି ଶୁଭକାମନା

ନୂଆଦିଲ୍ଲୀ: ଆଜି ପବିତ୍ର ଦୀପାବଳି। ଏହି ଅବସରରେ ଭାରତୀୟ କ୍ରୀଡ଼ା ଜଗତର କିଛି ପ୍ରମୁଖ କ୍ରୀଡ଼ାବିତ୍ ଦୀପାବଳିର ଶୁଭକାମନା ଜ୍ଞାପନ କରିଛନ୍ତି। କ୍ରିକେଟର୍ ସଚିନ ତେନ୍ଦୁଲକର ଏକ ଖାସ୍ ଭିଡିଓ ପୋଷ୍ଟ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ଭିଡିଓରେ ମରାଠୀ ଭାଷାରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। सर्वांना दिवाळीच्या हार्दिक शुभेच्छा. A very happy diwali to everyone. pic.twitter.com/CwHdCjj3R6 — Sachin Tendulkar (@sachin_rt) October 27, 2019 ସେହିପରି […]

sports

sports

Ranjit Kumar Jena
  • Published: Sunday, 27 October 2019
  • Updated: 27 October 2019, 04:28 PM IST

ନୂଆଦିଲ୍ଲୀ: ଆଜି ପବିତ୍ର ଦୀପାବଳି। ଏହି ଅବସରରେ ଭାରତୀୟ କ୍ରୀଡ଼ା ଜଗତର କିଛି ପ୍ରମୁଖ କ୍ରୀଡ଼ାବିତ୍ ଦୀପାବଳିର ଶୁଭକାମନା ଜ୍ଞାପନ କରିଛନ୍ତି। କ୍ରିକେଟର୍ ସଚିନ ତେନ୍ଦୁଲକର ଏକ ଖାସ୍ ଭିଡିଓ ପୋଷ୍ଟ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ଭିଡିଓରେ ମରାଠୀ ଭାଷାରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଓ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଟ୍ୱିଟରରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଧୱନ୍ ଲେଖିଛନ୍ତି, ଦୀପାବଳି ଆପଣ ଏବଂ ଆପଣଙ୍କ ପରିବାରର ଜୀବନରେ ଆଲୋକ, ଶାନ୍ତି, ସମୃଦ୍ଧି ଏବଂ ଖୁସି ଆଣୁ। ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଶୁଭକାମନା।

ଟିମ୍ ଇଣ୍ଡିଆ କୋଚ୍ ରବିଶାସ୍ତ୍ରୀ ମଧ୍ୟ ଟ୍ୱିଟରରେ ଲେଖିଛନ୍ତି, ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟଜନଙ୍କୁ ଦୀପାବଳିର ଅନେକ ଶୁଭେଚ୍ଛା। ଏହି ଦୀପାବଳି ଆପଣଙ୍କ ଜୀବନରେ ଅନେକ ସମୃଦ୍ଧି ଆଣୁ।

ରବିବାର ନିଜର ୩୩ତମ ଜନ୍ମଦିନ ମନାଇଥିବା ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ୱାର୍ଣ୍ଣର୍ ନିଜ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ଟିମକୁ ଟ୍ୟାଗ୍ କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ସମସ୍ତଙ୍କୁ ଦୀପାବଳିର ଶୁଭକାମନା।

View this post on Instagram

🙏🙏 Happy Diwali to all! @sunrisershyd

A post shared by David Warner (@davidwarner31) on

ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଟ୍ୱିଟରରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆଲୋକର ଏହି ପର୍ବ ଆପଣଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଖୁସି, ପ୍ରେମ ଏବଂ ଆନନ୍ଦରେ ଭରି ଦେଉ। ସେହିପରି ଭାରତର ଅନ୍ୟତମ କ୍ରିକେଟରଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଈଶାନ୍ତ ଶର୍ମା, ଚେତେଶ୍ୱର ପୂଜାରା, ବୀରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର ଏବଂ ଅନୀଲ କୁମ୍ବଲେ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟ କ୍ରୀଡ଼ାବିତଙ୍କ ମଧ୍ୟରେ ଭାରତୀୟ ମହିଳା ଶଟଲର୍ ସାଇନା ନେହ୍ୱାଲ୍‌, ଅଲିମ୍ପିଆନ୍ ୱେଟଲିଫ୍ଟର୍ କର୍ଣ୍ଣମ ମାଲେଶ୍ୱରୀ ଏବଂ ବିର୍ଦ୍ଧୱଲ ଖାଡେ ମଧ୍ୟ ଟ୍ୱିଟର୍ ଜରିଆରେ ଦୀପାବଳିର ଶୁଭକାମନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story