ଓଭାଲରେ ଛାଇ ହୋଇ ଗଲେ ଭାରତୀୟ ପ୍ରଶଂସକ

ଲଣ୍ଡନ: ସାରା ଦୁନିଆରେ ଭାରତୀୟ କ୍ରିକେଟ୍ ଟିମର ପ୍ରଶଂସକ ଅବସ୍ଥାପିତ ଅଛନ୍ତି। ଭାରତ ଭଳି କ୍ରିକେଟ୍ ଫ୍ୟାନ୍ ହୁଏତ ଆଉ କେଉଁ ଦେଶରେ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚରେ ଦେଖିବାକୁ ମିଳିଛି। ଭାରତୀୟ କ୍ରିକେଟ୍ ଟିମର ଉତ୍ସାହିତ ଫ୍ୟାନ୍ ରବିବାର ନୀଳ ରଙ୍ଗର ଜର୍ସି ପିନ୍ଧି ଲଣ୍ଡନର ଓଭାଲ୍ ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରଶଂସକ ଷ୍ଟାଡିୟମ ବାହାରେ ପହଞ୍ଚି […]

fan-india

fan-india

Hemant Lenka
  • Published: Sunday, 09 June 2019
  • Updated: 09 June 2019, 07:36 PM IST

Sports

Latest News

ଲଣ୍ଡନ: ସାରା ଦୁନିଆରେ ଭାରତୀୟ କ୍ରିକେଟ୍ ଟିମର ପ୍ରଶଂସକ ଅବସ୍ଥାପିତ ଅଛନ୍ତି। ଭାରତ ଭଳି କ୍ରିକେଟ୍ ଫ୍ୟାନ୍ ହୁଏତ ଆଉ କେଉଁ ଦେଶରେ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚରେ ଦେଖିବାକୁ ମିଳିଛି।

ଭାରତୀୟ କ୍ରିକେଟ୍ ଟିମର ଉତ୍ସାହିତ ଫ୍ୟାନ୍ ରବିବାର ନୀଳ ରଙ୍ଗର ଜର୍ସି ପିନ୍ଧି ଲଣ୍ଡନର ଓଭାଲ୍ ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରଶଂସକ ଷ୍ଟାଡିୟମ ବାହାରେ ପହଞ୍ଚି ସାରିଥିଲେ । ଟିଭି କ୍ୟାମେରା ଓଭାଲର ଯେଉଁ ସ୍ଥାନକୁ ନଜର ପକାଇଲା, ଚାରିଆଡେ କେବଳ ନୀଳ ରଙ୍ଗ ଦେଖିବାକୁ ମିଳିଥିଲା । ଏହା ତୁଳନାରେ ଅଷ୍ଟ୍ରେଲିଆର ସମର୍ଥନ ବହୁତ କମ୍ ଥିଲେ।

ଭାରତୀୟ କ୍ରିକେଟ୍ ଟିମ୍ ପ୍ରଶଂସକଙ୍କୁ ଦେଖି ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଇକେଲ୍ ସ୍ଲେଟର୍ କହିଛନ୍ତି, "ମୋ ଇଚ୍ଛା ହେଉଛି, କମେଣ୍ଟ୍ରି ବକ୍ସ ଛାଡ଼ି ଦର୍ଶକଙ୍କ ଭିତରେ କିଛି ସମୟ ପାଇଁ ଦର୍ଶକଙ୍କ ଭିତରେ ହଳଦିଆ ଟି-ଶାର୍ଟ ବାଣ୍ଟିବି।"

ସେହିପରି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଟିମ୍ ଇଣ୍ଡିଆ ସମର୍ଥକଙ୍କୁ ପ୍ରଶଂସା କରିଛନ୍ତି। ଭନ୍ ଟ୍ୱିଟ୍ କରିଛନ୍ତି, "ମୁଁ ଏପର୍ଯ୍ୟନ୍ତ ଓଭାଲରେ କେବଳ ୩୩ଜଣ ଅଷ୍ଟ୍ରେଲୀୟ ସମର୍ଥକ ଦେଖବାକୁ ପାଇଛି। ଏଥିରେ ଟିମ୍ ଓ ସପୋର୍ଟ ଷ୍ଟାଫ୍ ମଧ୍ୟ ସାମିଲ୍ ଅଛନ୍ତି।"

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆକୁ ପ୍ରତି ଗ୍ରାଉଣ୍ଡରେ ଦର୍ଶକଙ୍କ ଭଲପାଇବା ମିଳିଛି। ଇଂଲଣ୍ଡରେ ଭାରତର ବହୁତ ଲୋକ ରୁହନ୍ତି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବିଶ୍ୱକପ୍ ଉଦଘାଟନୀ ସମାରୋହରେ କହିଥିଲେ, "ଦର୍ଶକଙ୍କ ସମର୍ଥନ ଆମ ପାଇଁ ଗୌରବ କଥା। ବିଶ୍ୱକପରେ ଆମେ ଦର୍ଶକଙ୍କ ସମର୍ଥନର ପୂରା ଫାଇଦା ଉଠାଇବାକୁ ପ୍ରୟାସ କରିବୁ। ଇଂଲଣ୍ଡରେ ଆମର ପ୍ରଶଂସକ ବହୁତ ମଜଭୁତ୍। ଭାରତରୁ ମଧ୍ୟ କିଛି ଫ୍ୟାନ୍ ଏଠାକୁ ଆସିଛନ୍ତି, ଯାହା ଦେଖି ବହୁତ ଖୁସି ଲାଗୁଛି। ଆମେ ଯେଉଁ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଯାଉଛି, ପ୍ରାୟ ୫୦ ପ୍ରତିଶତ ଭାରତୀୟ ଫ୍ୟାନ୍ ଉପସ୍ଥିତ ରହୁଛନ୍ତି। ଆମ ପାଇଁ ଏହା ଚାପ ସହ ଗର୍ବର ମୁହୂର୍ତ୍ତ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story