ନୂଆଦିଲ୍ଲୀ: ଭାରତର ସୌରଭ ଘୋଷାଲ ଶିକାଗୋରେ ଚାଲିଥିବା ପିଏସ୍ଏ ୱାର୍ଲ୍ଡ ସ୍କ୍ୱାସ୍ ଚାମ୍ପିଅନଶିପ୍ରେ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ୩୨ ବର୍ଷୀୟ ଏହି ଭାରତୀୟ ତାରକା ପ୍ରି-କ୍ୱାର୍ଟର୍ଫାଇନାଲରେ ୱେଲ୍ସର ଜୋଏଲ୍ ମାକିଙ୍କୁ ୧୧-୧୩, ୧୧-୭, ୧୧-୭, ୧୩-୧୧ ଗେମ୍ରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି ।
ଶେଷଥର ପାଇଁ ସୌରଭ ୨୦୧୭ରେ ମୁମ୍ବାଇରେ ଆୟୋଜିତ ସିସିଆଇ ଇଣ୍ଟରନ୍ୟାଶନାସ ମାକିନ୍ଙ୍କୁ ହରାଇଥିଲେ । ଚଳିତ ଚାମ୍ପିଅନଶିପର ଆଜି ଖେଳାଯାଇଥିବା ମ୍ୟାଚ୍ରେ ସୌରଭଙ୍କୁ ପ୍ରଥମ ଗେମରେ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ପରବର୍ତ୍ତୀ ଦୁଇଟି ଗେମ୍କୁ ସହଜରେ ଜିତି ସୌରଭ ୨-୧ରେ ଆଗୁଆ ହୋଇଥିଲେ ।
ଚତୁର୍ଥ ଗେମରେ ସୌରଭ ଏକ ସମୟରେ ୫-୮ରେ ପଛୁଆ ଥିଲେ । କିନ୍ତୁ ନିଜର ଅଭିଜ୍ଞତାର ଭରପୂର ଉପଯୋଗ କରି ସୌରଭ ମୁକାବିଲାକୁ ଜିତି ନେଇଥିଲେ । କ୍ୱାର୍ଟରରେ ସୌରଭଙ୍କ ସାମ୍ନା ଜର୍ମାନୀର ସାଇମନ୍ ରୋଜନରଙ୍କ ସହ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ଜେପିସି କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୪ ସାଂସଦ
ଶାସକ ଏନଡିଏରୁ ୨୭ ଓ ବିଭିନ୍ନ ବିରୋଧୀ ଦଳରୁ ୧୨ ସାସଂଦଙ୍କୁ ଜେପିସିରେ ମିଳିଲା ସ୍ଥାନ। ଓଡ଼ିଶାରୁ ବୈଜୟନ୍ତ, ଭର୍ତ୍ତୃହରି, ସମ୍ବିତଙ୍କ ସମେତ ମାନସ ମଙ୍ଗରାଜ କମିଟିରେ ସାମିଲ।
National
ନିୟମରେ ହେଲା ବଡ଼ ପରିବର୍ତ୍ତନ: ଭିଡିଓ ରେକର୍ଡିଂ ଦେଖାଇବେନି ନିର୍ବାଚନ କମିଶନ
ଗୋଟିଏ କୋର୍ଟ କେସ୍ ଯୋଗୁ ହିଁ ସରକାର ଏହି ନିୟମରେ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
National
ବଡ଼ ଦାବି କଲେ ଓୱେସୀଙ୍କ ଭାଇ: ଦଳାଚକଟା ପରେ ଫିଲ୍ମ ହିଟ୍ ହେବ ବୋଲି କହିଥିଲେ ଅଲ୍ଲୁ ଅର୍ଜୁନ
ବିଧାନସଭାରେ ଓୱେସୀ ଅଭିଯୋଗ କରିଛନ୍ତି ଯେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲେ ହେଁ ଅଲ୍ଲୁ ଅର୍ଜୁନ ହଲରେ ସିନେମା ଦେଖିଥିଲେ ଓ ସେଠାରୁ ବାହାରିବା ପରେ ବେଶ ହସଖୁସିରେ ହାତ ହଲାଇ ଚାଲି ଯାଇଥିଲେ।
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।