ୱାର୍ଲ୍ଡ ସ୍କ୍ୱାସ୍ ଚାମ୍ପିଅନଶିପ୍: କ୍ୱାର୍ଟର୍‌ରେ ସୌରଭ

ନୂଆଦିଲ୍ଲୀ: ଭାରତର ସୌରଭ ଘୋଷାଲ ଶିକାଗୋରେ ଚାଲିଥିବା ପିଏସ୍ଏ ୱାର୍ଲ୍ଡ ସ୍କ୍ୱାସ୍ ଚାମ୍ପିଅନଶିପ୍‌ରେ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ୩୨ ବର୍ଷୀୟ ଏହି ଭାରତୀୟ ତାରକା ପ୍ରି-କ୍ୱାର୍ଟର୍ଫାଇନାଲରେ ୱେଲ୍ସର ଜୋଏଲ୍ ମାକିଙ୍କୁ ୧୧-୧୩, ୧୧-୭, ୧୧-୭, ୧୩-୧୧ ଗେମ୍ରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି । ଶେଷଥର ପାଇଁ ସୌରଭ ୨୦୧୭ରେ ମୁମ୍ବାଇରେ ଆୟୋଜିତ ସିସିଆଇ ଇଣ୍ଟରନ୍ୟାଶନାସ ମାକିନ୍‌ଙ୍କୁ ହରାଇଥିଲେ । ଚଳିତ ଚାମ୍ପିଅନଶିପର ଆଜି ଖେଳାଯାଇଥିବା ମ୍ୟାଚ୍ରେ ସୌରଭଙ୍କୁ ପ୍ରଥମ […]

bad

bad

Subrat Kumar Nayak
  • Published: Wednesday, 27 February 2019
  • Updated: 27 February 2019, 04:53 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସୌରଭ ଘୋଷାଲ ଶିକାଗୋରେ ଚାଲିଥିବା ପିଏସ୍ଏ ୱାର୍ଲ୍ଡ ସ୍କ୍ୱାସ୍ ଚାମ୍ପିଅନଶିପ୍‌ରେ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ୩୨ ବର୍ଷୀୟ ଏହି ଭାରତୀୟ ତାରକା ପ୍ରି-କ୍ୱାର୍ଟର୍ଫାଇନାଲରେ ୱେଲ୍ସର ଜୋଏଲ୍ ମାକିଙ୍କୁ ୧୧-୧୩, ୧୧-୭, ୧୧-୭, ୧୩-୧୧ ଗେମ୍ରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି ।

ଶେଷଥର ପାଇଁ ସୌରଭ ୨୦୧୭ରେ ମୁମ୍ବାଇରେ ଆୟୋଜିତ ସିସିଆଇ ଇଣ୍ଟରନ୍ୟାଶନାସ ମାକିନ୍‌ଙ୍କୁ ହରାଇଥିଲେ । ଚଳିତ ଚାମ୍ପିଅନଶିପର ଆଜି ଖେଳାଯାଇଥିବା ମ୍ୟାଚ୍ରେ ସୌରଭଙ୍କୁ ପ୍ରଥମ ଗେମରେ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ପରବର୍ତ୍ତୀ ଦୁଇଟି ଗେମ୍‌କୁ ସହଜରେ ଜିତି ସୌରଭ ୨-୧ରେ ଆଗୁଆ ହୋଇଥିଲେ ।

ଚତୁର୍ଥ ଗେମରେ ସୌରଭ ଏକ ସମୟରେ ୫-୮ରେ ପଛୁଆ ଥିଲେ । କିନ୍ତୁ ନିଜର ଅଭିଜ୍ଞତାର ଭରପୂର ଉପଯୋଗ କରି ସୌରଭ ମୁକାବିଲାକୁ ଜିତି ନେଇଥିଲେ । କ୍ୱାର୍ଟରରେ ସୌରଭଙ୍କ ସାମ୍ନା ଜର୍ମାନୀର ସାଇମନ୍ ରୋଜନରଙ୍କ ସହ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story