୧୧ ବର୍ଷରେ ପ୍ରଥମଥର ବାଦ୍ ପଡ଼ିଲେ ରୋହିତ୍

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତା’ର ଷଷ୍ଠ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ଭେଟିଛି। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଟିମକୁ ବଡ଼ ଝଟକା ଲାଗିଛି। ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଏହି ମ୍ୟାଚ୍ ଖେଳିବାକୁ ବଞ୍ଚିତ ହୋଇଛନ୍ତି। ତାଙ୍କ ସ୍ଥାନରେ ସିନିୟର ଖେଳାଳି କାଇରନ୍ ପୋଲାର୍ଡ ଟିମର ନେତୃତ୍ୱ ନେଉଛନ୍ତି। ରୋହିତ ୧୧ ବର୍ଷ ପରେ ଆଇପିଏଲର କୌଣସି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଶେଷଥର ପାଇଁ ୧୧ ବର୍ଷ ପୂର୍ବେ […]

rohit

rohit

Ranjit Kumar Jena
  • Published: Wednesday, 10 April 2019
  • Updated: 10 April 2019, 08:46 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତା'ର ଷଷ୍ଠ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ଭେଟିଛି। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଟିମକୁ ବଡ଼ ଝଟକା ଲାଗିଛି। ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଏହି ମ୍ୟାଚ୍ ଖେଳିବାକୁ ବଞ୍ଚିତ ହୋଇଛନ୍ତି।

ତାଙ୍କ ସ୍ଥାନରେ ସିନିୟର ଖେଳାଳି କାଇରନ୍ ପୋଲାର୍ଡ ଟିମର ନେତୃତ୍ୱ ନେଉଛନ୍ତି। ରୋହିତ ୧୧ ବର୍ଷ ପରେ ଆଇପିଏଲର କୌଣସି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଶେଷଥର ପାଇଁ ୧୧ ବର୍ଷ ପୂର୍ବେ ରୋହିତ ଡେକାନ ଚାର୍ଜର୍ସ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଥିଲେ। ରୋହିତଙ୍କ ଅନୁପସ୍ଥିତି ଟିମ୍ ପାଇଁ ଶକ୍ତ ଧକ୍କା।

ଚଳିତ ସଂସ୍କରଣରେ ରୋହିତ ଏପର୍ଯ୍ୟନ୍ତ ୫ଟି ମ୍ୟାଚରୁ ୧୧୮ ରନ୍ କରିଛନ୍ତି। ମଙ୍ଗଳବାର ପ୍ରାକ୍ଟିସ ସମୟରେ ରୋହିତ ଆହତ ହୋଇଥିଲେ। ତାଙ୍କ ଡାହାଣ ଗୋଡର ମାଂସପେଶୀ ଟାଣି ହେବାରୁ ସେ ପ୍ରାକ୍ଟିସ ଅଧାରୁ ଛାଡ଼ି ପଳାଇଥିଲେ। ତେବେ ତାଙ୍କ ଫିଟନେସକୁ ନେଇ ସେଭଳି କୌଣସି ବିଶେଷ ସମସ୍ୟା ନାହିଁ ।

ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଔପଚାରିକ ଭାବେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ଟସ୍ ବେଳେ ପୋଲାର୍ଡ କହିଥିଲେ, 'ରୋହିତ ଠିକ୍ ଅଛନ୍ତି। ରୋହିତଙ୍କ ସ୍ଥାନରେ ଆମେ ସିଦ୍ଦେଶ ଲାଡଙ୍କୁ ଟିମରେ ସାମିଲ କରିଛୁ।' ସୂଚନାଯୋଗ୍ୟ, ଲାଡ୍ ଗତ ୫ବର୍ଷ ହେବ ଆଇପିଏଲରେ ଡେବ୍ୟୁ କରିବା ଅପେକ୍ଷାରେ ଅଛନ୍ତି। ୨୨ ବର୍ଷୀୟ ଲାଡ୍ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story