ଇମ୍ଫାଲରେ ଆନ୍ତର୍ଜାତିକ ପୋଲୋ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଇମ୍ଫାଲ: ଓକ୍‌ରାମ ମୁଖ୍ୟମନ୍ତ୍ରୀ ଇବୋବି ସିଂହ ୧୦ମ ଆନ୍ତର୍ଜାତିକ ମଣିପୁର ପୋଲୋ ଟୁର୍ଣ୍ଣାମେଣ୍ଟ ୨୦୧୬କୁ ଆଜି ଉଦ୍‌ଘାଟନ କରିଛନ୍ତି। ଇମ୍ଫାଲର ଐତିହାସିକ ତଥା ସର୍ବପୁରାତନ ପୋଲୋ ଗ୍ରାଉଣ୍ଡରେ ଏହା ଆରମ୍ଭ ହୋଇଛି। ଏଥିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, କେନିଆ ଓ ଆମେରିକା ସମେତ ଭାରତର ଦୁଇଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି।

imphal

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 08:46 PM IST

ଇମ୍ଫାଲ: ଓକ୍‌ରାମ ମୁଖ୍ୟମନ୍ତ୍ରୀ ଇବୋବି ସିଂହ ୧୦ମ ଆନ୍ତର୍ଜାତିକ ମଣିପୁର ପୋଲୋ ଟୁର୍ଣ୍ଣାମେଣ୍ଟ ୨୦୧୬କୁ ଆଜି ଉଦ୍‌ଘାଟନ କରିଛନ୍ତି। ଇମ୍ଫାଲର ଐତିହାସିକ ତଥା ସର୍ବପୁରାତନ ପୋଲୋ ଗ୍ରାଉଣ୍ଡରେ ଏହା ଆରମ୍ଭ ହୋଇଛି।

ଏଥିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, କେନିଆ ଓ ଆମେରିକା ସମେତ ଭାରତର ଦୁଇଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି।

Related story