ଆଇପିଏଲ୍‌: ଏହି ଅଷ୍ଟ୍ରେଲୀୟ ଓପ୍ନରଙ୍କ ହାତରେ ସନରାଇଜର୍ସ ମଙ୍ଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସନରାଇଜର୍ସ ହାଇଦ୍ରାବାଦ ଟିମର ନେତୃତ୍ୱ ନେବେ। ଫ୍ରାଞ୍ଚାଇଜି ପରବର୍ତ୍ତୀ ସଂସ୍କରଣ ପାଇଁ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି। ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍ ଟାଉନ୍ ଟେଷ୍ଟରେ ବଲ୍ ଟ୍ୟାମ୍ପରିଂ ବିବାଦ କାରଣରୁ ବର୍ଷକ ପାଇଁ ବାସନ୍ଦ ହୋଇଥିବା ୱାର୍ଣ୍ଣରଙ୍କୁ ଉକ୍ତ ଆଇପିଏଲ ସଂସ୍କରଣରେ ବାହାର କରିଦିଆଥିଲା ଏବଂ ତାଙ୍କଠାରୁ ନେତୃତ୍ୱଭାର ମଧ୍ୟ ଛଡ଼ାଇ […]

warner

warner

Ranjit Kumar Jena
  • Published: Thursday, 27 February 2020
  • Updated: 27 February 2020, 05:29 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସନରାଇଜର୍ସ ହାଇଦ୍ରାବାଦ ଟିମର ନେତୃତ୍ୱ ନେବେ। ଫ୍ରାଞ୍ଚାଇଜି ପରବର୍ତ୍ତୀ ସଂସ୍କରଣ ପାଇଁ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି।

୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍ ଟାଉନ୍ ଟେଷ୍ଟରେ ବଲ୍ ଟ୍ୟାମ୍ପରିଂ ବିବାଦ କାରଣରୁ ବର୍ଷକ ପାଇଁ ବାସନ୍ଦ ହୋଇଥିବା ୱାର୍ଣ୍ଣରଙ୍କୁ ଉକ୍ତ ଆଇପିଏଲ ସଂସ୍କରଣରେ ବାହାର କରିଦିଆଥିଲା ଏବଂ ତାଙ୍କଠାରୁ ନେତୃତ୍ୱଭାର ମଧ୍ୟ ଛଡ଼ାଇ ନିଆଯାଇଥିଲା। ତେବେ ୨୦୧୯ରେ ୱାର୍ଣ୍ଣର ଆଇପିଏଲକୁ କମବ୍ୟାକ୍ କରିଥିଲେ ହେଁ, କ୍ୟାପଟେନ୍ସି ତାଙ୍କୁ ମିଳିନଥିଲା। ତାଙ୍କ ସ୍ଥାନରେ କେନ୍ ୱିଲିୟମସନ୍ ଟିମର ନେତୃତ୍ୱ ସମ୍ଭାଳିଥିଲେ।

ୱାର୍ଣ୍ଣର ସନରାଇଜର୍ସ ଦ୍ୱାରା ଜାରି ଟ୍ୱିଟରରେ କହିଛନ୍ତି, ଆଇପିଏଲରେ କ୍ୟାପଟେନ୍ ଦାୟିତ୍ୱ ମିଳିବା ନେଇ ମୁଁ ବହୁତ ଖୁସି। କେନ୍ ଓ ଭୁବନେଶ୍ୱର କୁମାର ବିଗତ ବର୍ଷ ଗୁଡ଼ିକରେ ଯେଉଁଭଳି ଟିମର ନେତୃତ୍ୱ ନେଲେ, ଏଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଚଳିତ ସଂସ୍କରଣରେ ଏହି ଦୁଇ ଖେଳାଳିଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏହାସହ ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ଟିମ୍ ମ୍ୟାନେଜମେଣ୍ଟ ଧନ୍ୟବାଦ।

ସୂଚନାଯୋଗ୍ୟ, ୱାର୍ଣ୍ଣରଙ୍କ ନେତୃତ୍ୱରେ ସନରାଇଜର୍ସ ୨୦୧୬ରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ସନରାଇଜର୍ସ ଆଇପିଏଲର ୧୩ଶ ସଂସ୍କରଣର ଶୁଭାରମ୍ଭ ଏପ୍ରିଲ୍ ୧ ତାରିଖରୁ ତା'ର ଘରୋଇ ଭେନ୍ୟୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story