ଲକଡାଉନ ବଢ଼ିଲା, ୨୦୨୦ ଆଇପିଏଲ ସ୍ଥଗିତ ହେଲା

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଆଇପିଏଲର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ଆଶା ଧୀରେଧୀରେ ମଉଳିବାରେ ଲାଗିଛି। ଆଜି ଭାରତ ସରକାର କରୋନା ପାଇଁ ଲକଡାଉନ ଅବଧିକୁ ମେ’ ୩ ଯାଏ ବଢ଼ାଇ ଦେଇଛନ୍ତି। ଫଳରେ ଆଇପିଏଲ କାର୍ଯ୍ୟସୂଚୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିସିସିଆଇ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି। ପୂର୍ବରୁ ଏପ୍ରିଲ ୧୪ ପରେ ଆଇପିଏଲ ଅନୁଷ୍ଠିତ ହେବା ନେଇ ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିସିଆଇ କହିଥିଲା। ହେଲେ ଏବେ ଦେଶରେ […]

ipl

ipl

Hemant Lenka
  • Published: Tuesday, 14 April 2020
  • Updated: 14 April 2020, 02:33 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଆଇପିଏଲର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ଆଶା ଧୀରେଧୀରେ ମଉଳିବାରେ ଲାଗିଛି। ଆଜି ଭାରତ ସରକାର କରୋନା ପାଇଁ ଲକଡାଉନ ଅବଧିକୁ ମେ’ ୩ ଯାଏ ବଢ଼ାଇ ଦେଇଛନ୍ତି। ଫଳରେ ଆଇପିଏଲ କାର୍ଯ୍ୟସୂଚୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିସିସିଆଇ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି।

ପୂର୍ବରୁ ଏପ୍ରିଲ ୧୪ ପରେ ଆଇପିଏଲ ଅନୁଷ୍ଠିତ ହେବା ନେଇ ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିସିଆଇ କହିଥିଲା। ହେଲେ ଏବେ ଦେଶରେ କରୋନା ସ୍ଥିତି ସୁଧୁରିଲେ ଓ ଲକଡାଉନ ପୂର୍ଣ୍ଣମାତ୍ରାରେ ହଟିବା ପରେ ଯାଇ ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ ତା’କୁ ନେଇ ମଧ୍ୟ ସସପେନ୍ସ ଦେଖାଦେଇଛି। କାରଣ ମାର୍ଚ୍ଚ ୨୯ ତାରିଖରେ ଆପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବାର ଥିଲା। ହେଲେ କରୋନା ପାଇଁ ୨୧ ଦିନିଆ ଲକଡାଉନ ୨୫ ମାର୍ଚ୍ଚରୁ ଲାଗିବାରୁ ଏହାକୁ ବିସିସିଆଇ ଏପ୍ରିଲ ୧୪ ଯାଏ ସ୍ଥଗିତ ରଖିଥିଲା।

ଏବେ ମେ’ ୩ ଯାଏ ଲକଡାଉନ ହେବାରୁ ଆଇପିଏଲକୁ ଚଳିତ ବର୍ଷ ପାଇଁ ବାତିଲ କରାଯିବାର ଆଶଙ୍କା ପ୍ରକାଶ ପାଇଛି। ମେ’ ମଧ୍ୟ ଭାଗରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ତେଣୁ ବିଦେଶୀ ଖେଳାଳିମାନେ ନିଜ ଦେଶ ପାଇଁ ମ୍ୟାଚ୍‌ ଖେଳିବାକୁ ଅଧିକ ଆଗ୍ରହ ପ୍ରକାଶ କରିବେ। ଏପରି ସ୍ଥିତିରେ ସେମାନେ ଆଇପିଏଲ ଖେଳିବାକୁ ନ ଆସି ପାରନ୍ତି।

ସେହିପରି ସରକାର ମେ’ ୩ ପରେ ଯଦି ଲକଡାଉନ ହଟାଇବା ତା’ହେଲେ ସାମାଜିକ ଦୂରତାକୁ ବର୍ଷ ତମାମ ପ୍ରାଧାନ୍ୟ ଦିଆଯିବ। ଯଦି ଏମିତି ହୁଏ, ତା’ହେଲେ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ନିଶ୍ଚିତ ଭାବେ ହ୍ରାସ ପାଇବ। ତେଣୁ ମେ’ ମାସରେ ଆଇପିଏଲ ଆରମ୍ଭ ହେବା ଆଶା କ୍ଷୀଣ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ, “ବିଶ୍ୱରେ ଜୀବନଯାତ୍ରା ସ୍ୱାଭାବିକ ହେବା ପରେ ଭାରତରେ ଆଇପିଏଲ କଥା ଚିନ୍ତା କରାଯିବ। ଆମେ ସ୍ଥିତି ଉପରେ ନଜର ରଖିଛୁ। ବର୍ତ୍ତମାନ ସ୍ଥିତିରେ ଆମେ କିଛି ବି କହିପାରିବୁ ନାହିଁ। ବିମାନବନ୍ଦର ବନ୍ଦ, ଲୋକମାନେ ଘରେ ଅଛନ୍ତି, ଅଫିସ ବନ୍ଦ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ବାରଣ କରାଯାଇଛି। ତେଣୁ ଏପରି ସ୍ଥିତିରେ ଆଇପିଏଲ ଉପରେ ନିଷ୍ପତ୍ତି ନେବା ଠିକ ହେବନାହିଁ।”

ଭାରତରେ ଲକଡାଉନ ଶେଷ ହୋଇଗଲେ କିମ୍ବା ସ୍ଥିତି ସାମନ୍ୟ ହୋଇଗଲେ ବି ଆଇପିଏଲ ସମ୍ଭବ ହୋଇପାରିବ ନାହିଁ। କାରଣ ଆଇପିଏଲ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ଖେଳାଳି ଆସିବେ। ତେଣୁ ଯେଉଁ ଦେଶରୁ ଖେଳାଳି ଆସିବେ, ସେଠାକାର ସ୍ଥିତି ମଧ୍ୟ ସୁଧୁରିବା ଦରକାର। ଅକ୍ଟୋବର-ନଭେମ୍ବର ମାସରେ ଟି-୨୦ ବିଶ୍ୱକପ ଖେଳାଯିବ। ଏପରି ସ୍ଥିତିରେ ଆଇପିଏଲ ଉପରେ ସବୁ ପ୍ରକାର ବିପଦ ରହିଛି।

କେବଳ ଆପିଏଲ ନୁହେଁ କରୋନା ପାଇଁ ୟୁରୋ କପ ୨୦୨୦କୁ ୨୦୨୧ ଯାଏ ଘୁଞ୍ଚାଇ ଦିଆଯାଇଛି। ସେହିପରି ଟୋକିଓ ଅଲିମ୍ପିକ୍ସ ବି ଗୋଟିଏ ବର୍ଷ ପାଇଁ ସ୍ଥଗିତ ରହିଛି। ଚାମ୍ପିୟନ ଲିଗ ଓ ୟୁରୋପ ଲିଗ ଫାଇନାଲ୍ସକୁ ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story